ଆସନ୍ତାକାଲି ଶନିବାର ସମସ୍ତ ବ୍ୟାଙ୍କ ଖୋଲା ରହିବ
ବୌଦ୍ଧ,୧୪/୫ - ସପ୍ତାହାନ୍ତ ସଟ୍ଡାଉନ୍ ଯୋଗୁଁ କିଛି ଦିନ ହେଲା ଶନିବାର ସମସ୍ତ ବ୍ୟାଙ୍କ ବନ୍ଦ ରହୁଥିବା ବେଳେ ଆସନ୍ତାକାଲି ଶନିବାର ସମସ୍ତ ବ୍ୟାଙ୍କ ଖୋଲା ରହିବ ବୋଲି ରାଜ୍ୟ ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବ୍ୟାଙ୍କ!-->…
Read More...
Read More...