ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ର ମୃତ୍ୟୁ, ଘରୋଇ କଳହ ସନ୍ଦେହ
ବୌଦ୍ଧ,୧୭/୧୨– ବୌଦ୍ଧବ୍ଲକ ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅନ୍ତର୍ଗତ ବରଗୋଛା ଗ୍ରାମ ପଞ୍ଚାୟତ ମାଝୀପଡା ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଘରୋଇ କଳହ କାରଣରୁ ନିଜର ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ୱାମୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମିଳିଥିବା ସୂଚନା!-->…
Read More...
Read More...