ଗୋଠ ସାହି ପଡିଆରେ ଶୁଭାରମ୍ଭ ହେଲା ସରସରା ଧାନ ମଣ୍ଡି
ବୌଦ୍ଧ,୧୬/୧୨ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରା ସେବା ସମବାୟ ସମିତି ତରଫରୁ ଆଜି ଗୋଠ ସାହି ପଡିଆରେ ଖରିଫ ଧାନ କ୍ରୟ କେନ୍ଦ୍ର ଶୁଭାରମ୍ଭ ହୋଇଛି । ବୌଦ୍ଧ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଭୀମସେନ ସାହୁ ଧାନ ମଣ୍ଡିକୁ ନଡିଆ ବାଡେଇ ଶୁଭାରମ୍ଭ କରିଥିଲେ । ସରସରା ସମିତିର!-->…
Read More...
Read More...