ବୌଦ୍ଧ : ଆଜି 3 କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୨୧/୧୧ - ଗତକାଲି ବୌଦ୍ଧ ଜିଲ୍ଲାରେ ଗୋଟିଏ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ବେଳେ ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୩ ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା!-->…
Read More...
Read More...