କନ୍ଧମାଳ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ତରଫରୁ ସ୍ୱର୍ଗତ କୋଭିଡ ଯୋଦ୍ଧାଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଚେକ ପ୍ରଦାନ
ଫୁଲବାଣୀ,୨୦/୧୧: କରୋନାରେ ମୃତ୍ୟୁ ବରଣ କରିଥିବା କନ୍ଧମାଳ ଜିଲ୍ଲାର ପ୍ରମେୟ ପ୍ରତିନିଧି ସ୍ୱର୍ଗତ ତାରିଣୀ ପାଢୀଙ୍କ ପରିବାରକୁ ଆଜି ଜିଲ୍ଲାପାଳ ଡ଼ି .ବୃନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପନ୍ଦର ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ସାମ୍ବାଦିକ!-->…
Read More...
Read More...