ଜିଲ୍ଲାରେ 26 କରୋନା ପଜିଟିଭ ଚିନ୍ହଟ, ବଡ ଝାରମୁଣ୍ଡା ଗାଆଁରୁ 22
ବୌଦ୍ଧ,୧୪/୧୧- ଆଜି ବୌଦ୍ଧ ଜିଲ୍ଲାରୁ ପୁଣି ନୂତନ 26 କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି | ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଯେଉଁ 26 ପଜିଟିଭ ଚିନ୍ହଟ ହୋଇଛନ୍ତି ସେମାନଙ୍କ!-->!-->!-->…
Read More...
Read More...