ଜହ୍ନାପଙ୍କରେ ନକଲି ୨୦୦ ଟଙ୍କିଆ ନୋଟ
ବୌଦ୍ଧ/ଜହ୍ନାପଙ୍କ,୮/୧୧: ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାବେଳେ ସୋନପୁରପଟୁ ଏକ ଇଣ୍ଡିକା କାରରେ ଆସି ପରିବା କିଣି ୨୦୦ଟଙ୍କା ଦେଇଥିଲେ, ପୁଣି ଏକ କିରାଣା ଦୋକାନକୁ ଯାଇ ଫଳ କିଣି ୪୦୦ଟଙ୍କା ଦେଇଯାଇଥିଲେ । କିଛି ସମୟ ପରେ ଜଣାପଡିଲା ଏହା ନକଲି ବୋଲି ।!-->…
Read More...
Read More...