ହାଇମାଷ୍ଟ୍ ଲାଇଟ୍ ସଜଡା ହେଉ ନ ଥିବାରୁ ବାଉଁଶୁଣୀ ଛକ ଅନ୍ଧାର
ବୌଦ୍ଧ /ବାଉଁଶୁଣୀ,୨୫/୯- ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଛକ ନିକଟରେ ଥିବା ହାଇମାଷ୍ଟ ଲାଇଟ ଗତ ଦୁଇ ମାସ ତଳେ ଆସିଥିବା ଝଡ ତୋଫାନରେ ଭାଙ୍ଗି ଯାଇଛି । ଆଜି ପର୍ଯ୍ୟନ୍ତ ତାହା ମରାମତି ହୋଇ ପାରିନଥିବା ଯୋଗୁଁ ରାତିସାରା ବାଉଁଶୁଣୀ ଛକରେ ଅନ୍ଧାର ରାଜୁତି କରୁଛି । ଜାତୀୟ ରାଜପଥ ନମ୍ବର୍ ୫୭ ର!-->…
Read More...
Read More...