ମହଙ୍ଗା ପଡ଼ିଲା କୋଭିଡ୍ ନିୟମ ଉଲ୍ଲଂଘନ : ବାହାଘର ଉତ୍ସବ ପାଳନ ବେଳେ ପୋଲିସର ଚଢ଼ାଉ
ବାଲିଗୁଡ଼ା: କୋଭିଡ-୧୯ ନିୟମ ଉଲ୍ଲଂଘନ କରି ପୁଅ ବାହାଘର କରିବା ମହଙ୍ଗା ପଡ଼ିଲା । ବାଲିଗୁଡ଼ା ଥାନା ତଗାକିଆରେ ୨୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ମେଳି କରି ପୁଅ ଘରେ ବାହାଘର ଚାଲିଥିବା ବେଳେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ । ମାଇକ୍ ସେଟ୍ ସହ ବର ପିତା ଥାନାରେ ଅଟକ । ବାପ ପୁଅଙ୍କ ନାମରେ ମାମଲା!-->…
Read More...
Read More...