କନ୍ଧମାଳରେ ଆଜି ପୁଣି ୧୫୩ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ:କନ୍ଧମାଳରେ କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ସଂକ୍ରମିତ ସଂଖ୍ୟା ୧୭୮ଥିବା ବେଳେ ଆଜି କନ୍ଧମାଳ ରେ ପୁଣି ୧୫୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୩୭୧୬ ରେ ପହଂଚିଛି
Read More...

ରାଣୀପଥର ଘାଟୀରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବସ୍

ବୌଦ୍ଧ : ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ-ଫୁଲବାଣୀ ରାସ୍ତାର ରାଣୀ ପଥର ଘାଟୀ ଉପରେ ଭାରସାମ୍ୟ ହରାଇ ଗୋଟିଏ ଘରୋଇ ଯାତ୍ରୀ ବାହୀ ବସ୍ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମପୁରରୁ ହୀରାକୁଦ ଯାଉଥିବା ଘରୋଇ ବସ୍ "ଉମାକାନ୍ତ' ବୌଦ୍ଧ କନ୍ଧମାଳ ଜିଲ୍ଲାର
Read More...

ସୌର ଶକ୍ତି ଚାଳିତ ଜଳ ଯୋଗାଣ ପ୍ରକଳ୍ପ ଅଚଳ, ଲୋକେ ହନ୍ତସନ୍ତ

ବୌଦ୍ଧ /ବାଉଁଶୁଣି : ବୌଦ୍ଧ ବ୍ଲକ୍ ବାଉଁଶୁଣି ଗ୍ରାମ ପଂଚାୟତର ୱାର୍ଡ ନମ୍ବର୍ ୭ ଓ ୮ ଟିକିରାପଡା ଗ୍ରାମରେ ଥିବା ସୌର ଶକ୍ତି ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ୪ ମାସ ହେଲା ଅଚଳ ହୋଇ ରହିଥିବାରୁ ଲୋକେ ପାନୀୟ ଜଳ ସଂଗ୍ରହ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି
Read More...

ଗଜପତିରେ ପୁଣି ୨୭ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୨୭ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଗଜପତିରୁ ଜଣେ, ଗୋଶାଣୀ ବ୍ଳକରୁ ୯ ଜଣ, କାଶୀ ନଗର ବ୍ଳକରୁ ୨ ଜଣ, ନୂଆଗଡ଼ ବ୍ଳକରୁ ଜଣେ,ପାରଳା ପୌର ପରିଷଦରୁ ୧୦ ଜଣ, ଆର ଉଦୟଗିରି ବ୍ଳକରୁ ୪ଜଣ ଚିହ୍ନଟ ହୋଇଛନ୍ତି ।
Read More...

ସମ୍ବଲପୁର ଜିଲ୍ଲାରେ ୧୧୩ ନୂଆ ପଜିଟିଭ ଚିହ୍ନଟ ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯୫୦ ହେଲା

ସମ୍ବଲପୁର :ପ୍ରଶାସନିକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ନୂଆ ପଜିଟିଭ ରୂପେ ୧୧୩ ଜଣ ଚିହ୍ନଟ ହୋଇଛନ୍ତି ଓ ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯୫୦ ରେ ପହଞ୍ଚିଛି । ଜିଲ୍ଲା ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ପାଖାପାଖି
Read More...

ବୌଦ୍ଧ : ନୂତନ ୪୫ କରୋନା ପଜିଟିଭ ଚିହ୍ନଟ,କେବଳ ହରଭଙ୍ଗା ବ୍ଲକରୁ ୩୩

ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲାରେ ୪୫ ଜଣ କରୋନା ପଜିଟିଭ ନୂତନ ଭାବରେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ଆଜିର ପଜିଟିଭକୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୪୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି । ଗତକାଲି ସୁଦ୍ଧା ୯୫୯ ଜଣ
Read More...

ପୁଣି ରାଜ୍ୟରେ ୪୨୪୨ କରୋନା ପଜିଟିଭ ଚିହ୍ନଟ, ୯ ମୃତ

ଭୁବନେଶ୍ୱର: ଆଜି ରାଜ୍ୟରେ ୪୨୪୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୫୦୩ ଓ ସ୍ଥାନୀୟ ଅଂଚଳରୁ ୧୭୩୯ ଆକ୍ରାନ୍ତ ଅଛନ୍ତି । ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ୧୨୨କୁ ବୃଦ୍ଧି ପାଇଛି । ୩୦ଟି ଜିଲ୍ଲାରୁ ଏହିସବୁ
Read More...

ଦୁଇ ବାଇକ ମୁହଁlମୁହିଁ, 3 ଆହତ

ବୌଦ୍ଧ/ବlଉଁଶୁଣି, ୨୧/୯- ଆଜି ସକାଳ 10 ଘଣ୍ଟା ସମୟରେ ଜମଟାଙ୍ଗୀ - ଋଷିବନ୍ଧ ରାସ୍ତାର ସାଣ୍ଢପାଲି ଗ୍ରାମ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହଁlମୁହିଁ ଧକ୍କା ହେବାରୁ 3 ଜଣ ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ 10 ଘଣ୍ଟା ସମୟରେ ସାଣ୍ଢପାଲି ଗ୍ରାମର ଶରତ
Read More...

ବନ ବିଭାଗର ଚଢାଉ, 51 ଫାଳ ଶାଗୁଆନ୍ ପଟl ଜବତ୍

ବୌଦ୍ଧ / କଣ୍ଟାମାଳ,୨୧/୯ - ବୌଦ୍ଧ ବନଖଣ୍ଡ ଡି. ଏଫ. ଓ. ଯଶୋବନ୍ତ ସେଠୀଙ୍କ ନିର୍ଦ୍ଦେଶ କ୍ରମେ କଣ୍ଟାମାଳ ଓ ମନମୁଣ୍ଡା ବନାଞ୍ଚଳ କର୍ମଚାରୀମାନେ ମିଳିତ ଚଢାଉ କରି ଗତ କାଲି ଅପରାନ୍ହରେ କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ଗୁଞ୍ଜି ମୁଣ୍ଡା ଗ୍ରାମର ସର୍ବେ ଦଳବେହେରାଙ୍କ ଘରୁ ଚୌକାଠ ଓ ଶାଗୁଆନ
Read More...

କନ୍ଧମାଳରେ ଆଜି ପୁଣି ୧୭୮ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ: କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି କନ୍ଧମାଳ ରେ ପୁଣି ୧୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୩୫୬୩ ରେ ପହଂଚିଛି।ସେଥିରୁ ଆଜି ପର୍ଯ୍ୟନ୍ତ ୨୭୯୨ ଜଣ ସୁସ୍ଥ ହୋଇ ସେମାନଙ୍କ ର
Read More...