ଆଇ.ଟି.ଆଇ ସ୍ଥାନାନ୍ତରକୁ ନେଇ ଛାତ୍ର ଛାତ୍ରୀ ଓ ଅଭିଭାବକ ଅସନ୍ତୋଷ !
ବୌଦ୍ଧ ,୨୦/୯- ବହୁ ବର୍ଷ ଧରି ବଉଦ ସହର ପୁରୁଣା ଜେଲ୍ ନିକଟରେ ଥିବା ଶିଳ୍ପ ତାଲିମ କେନ୍ଦ୍ର (ଆଇ.ଟି. ଆଇ.) କୁ ବୌଦ୍ଧ ଠାରୁ 15 କିଲୋମିଟର ଦୂର ବଘିଆପଡା ରାସ୍ତାର ଗୌଡଦେଇ ନିକଟକୁ ସ୍ଥାନାନ୍ତର ପାଇଁ ହେଉଥିବା ଉଦ୍ୟମକୁ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ବିରୋଧ କରୁଛନ୍ତି | ଉକ୍ତ!-->…
Read More...
Read More...