ବୌଦ୍ଧ: ଆଜି ଚିହ୍ନଟ ହେଲେ ନୂଆ ୫୫ କରୋନା ଆକ୍ରାନ୍ତ
ବୌଦ୍ଧ,୧୯/୯ - ଆଜି ପୁଣି ନୂତନ ୫୫ ଜଣ କରୋନା ଆକ୍ରାନ୍ତ ବୌଦ୍ଧ ଜିଲ୍ଲାରେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜିର ୫୫ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆଜି ସୁଦ୍ଧା ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୧୩୬୯ରେ ପହଞ୍ଚିଲା । ଜିଲ୍ଲାରେ ମୋଟ୍ ୯୦୩!-->…
Read More...
Read More...