ଶଗଡାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ
ବୌଦ୍ଧ,୧୮/୯ - ବୌଦ୍ଧବ୍ଲକ ଶଗଡା ଗ୍ରାମରେ ଓ ସେଠାରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ସରପଞ୍ଚ ବାସନ୍ତୀ ଦନ୍ତା ଶଗଡା ଗ୍ରାମ ଓ ତତସଂଲଗ୍ନ ୫୦୦ ମିଟର୍ ପରିଧିକୁ ଗତକାଲି କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ଡମପଡା ଠାରୁ ବାଲିଗୋରା ଛକ!-->…
Read More...
Read More...