ୟୁରିଆ ସାର ପାଇଁ ଚାଷୀ ହଟହଟା
ବୌଦ୍ଧ - ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର ବ୍ୟାପକ ଅଭାବ ପରିଲକ୍ଷିତ ହେଉଥିବା ଯୋଗୁଁ ଚାଷୀ ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ସରକାର ଆବଶ୍ୟକ ୟୁରିଆ ସାର ଜିଲ୍ଲାକୁ ଯୋଗାଣ କରିପାରୁନଥିବା ଯୋଗୁଁ ଚାଷୀ ମାନଙ୍କ ଆବଶ୍ୟକତା ପୂରଣ ହୋଇ ପାରୁନଥିବା ସୂଚନା ମିଳିଛି । ବାମଣ୍ଡା ଗ୍ରାମ ପଂଚାୟତ!-->…
Read More...
Read More...