କିଡ୍ନୀ ରୋଗରେ ଦେବାର ଶଯ୍ୟାଶାୟୀ : ସ୍ତ୍ରୀ ଯାଇଛି ଦାଦନ ଖଟି, ଭୋକଉପବାସରେ ପରିବାର
ହରଭଙ୍ଗା : ଇତି ମଧ୍ୟରେ ହରଭଙ୍ଗା ବ୍ଲକ ଅଂଚଳରେ କିଡନୀ ରୋଗରେ ବହୁ ସଂଖ୍ୟାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଗତ ୬ ବର୍ଷ ମଧ୍ୟରେ ୩ଶହରୁ ଉର୍ଦ୍ଧ୍ୱ କିଡନୀ ରୋଗୀ ମୃତ୍ୟୁବରଣ କରିଥିବା ଜଣାପଡିଛି । ସେହିପରି ଏବେବି ବହୁ କିଡନୀ ରୋଗୀ ଉପଯୁକ୍ତ ଚିକିତ୍ସା ଓ ଔଷଧ ପାଇନପାରି ଖଟରେ ପଡି!-->…
Read More...
Read More...