ପ୍ରତିଦିନ ଦୁର୍ଘଟଣା, କରଡାକୋଠା ପାଲଟିଛି ଡେଥ୍ ଜୋନ !
ବୌଦ୍ଧ,୧୫/୯ - ଜାତୀୟ ରାଜପଥ ନମ୍ବର୍ ୫୭ ର ପୁରୁଣାକଟକ ଥାନା ଅନ୍ତର୍ଗତ କରଡାକୋଠା ନିକଟରେ ପ୍ରତିଦିନ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଛି । ସେଥିପାଇଁ କରଡାକୋଠାକୁ ଦୁର୍ଘଟଣା ପ୍ରବଣ ଅଂଚଳ ବା ଡେଥ ଜୋନ ଭାବେ ଲୋକେ ଅଭିହିତ କଲେଣି ।ଗତକାଲି ସକାଳେ ଭାରସାମ୍ୟ!-->…
Read More...
Read More...