ବୌଦ୍ଧ : ଚିକିତ୍ସାଧୀନ ଅବସ୍ଥାରେ କରୋନା ରୋଗୀଙ୍କ ମୃତ୍ୟୁ

ବୌଦ୍ଧ - ଆଜି ବୌଦ୍ଧ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା 1 ହଜାର ଅତିକ୍ରମ କରିଥିବା ବେଳେ ବୌଦ୍ଧ କୋଭିଡ ଡାକ୍ତରଖାନାରେ ଜଣେ କରୋନା ଆକ୍ରାନ୍ତଙ୍କ ମ୍ରୁତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ମୃତକ ଜଣକ ଗତ 5 ତାରିଖରେ କରୋନା ପଜିଟିଭ ଚିନ୍ହଟ ହୋଇ ବୌଦ୍ଧ କୋଭିଡ
Read More...

ଦୁଇ ବାଇକ ମଧ୍ୟରେ ଧକ୍କା, ଦମ୍ପତ୍ତି ଗୁରୁତର

ବୌଦ୍ଧ - ଆଜି ସନ୍ଧ୍ୟା ପ୍ରାୟ 7 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ମଧୁପୁର ଛକ ନିକଟରେ ଦୁଇଟି ବାଇକ ମଧ୍ୟରେ ଧକ୍କା ହେବାରୁ କଦଳୀଗଡ଼ ପଂଚାୟତ କନ୍ଧରା ଗ୍ରାମର ଦମ୍ପତ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ରେଢାଖୋଲ ବ୍ଲକ୍ କଦଳୀଗଡ଼ ଗ୍ରାମ୍ ପଂଚାୟତ
Read More...

ବୌଦ୍ଧ ସହରାଞ୍ଚଳ ବ୍ୟବସାୟୀ ଓ ଜନସାଧାରଣଙ୍କୁ ନୋଟିସ ଜାରୀ କଲା ପ୍ରଶାସନ

ବୌଦ୍ଧ : ବୌଦ୍ଧ ସହରରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଚିନ୍ତାର ବିଷୟ । ସେଥିପାଇଁ ଆଜି ବୌଦ୍ଧଗଡ ଏନଏସି ପକ୍ଷରୁ ବୌଦ୍ଧ ସହରାଞ୍ଚଳ ମଧ୍ୟରେ ଥିବା ସମସ୍ତ ବ୍ୟବସାୟୀ ଓ ଜନସାଧାରଣଙ୍କୁ ନୋଟିସ ଜାରୀ କରାଯାଇଛି । ସମସ୍ତ ଦୋକାନୀ ନିଜ ଦୋକାନରେ ସାମାଜିକ ଦୂରତା ରକ୍ଷା
Read More...

କନ୍ଧମାଳରେ ଆଜି ପୁଣି ୪୭ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ:କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି କନ୍ଧମାଳରେ ପୁଣି ୪୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୭୦୯ ରେ ପହଂଚିଛି । ସେଥିରୁ ଆଜି ପର୍ଯ୍ୟନ୍ତ ୨୨୬୯ ଜଣ ସୁସ୍ଥ ହୋଇ ସେମାନଙ୍କ
Read More...

ସମ୍ବଲପୁର ମଣ୍ଡଳର ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ ଆୟୋଜିତ

ସମ୍ବଲପୁର : ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ନିର୍ଦ୍ଦେଶାନୁସାରେ ପୂର୍ବତଟ ରେଳପଥ, ସମ୍ବଲପୁର ମଣ୍ଡଳର ରେଳବାଇ କର୍ମଚାରୀ ଓ ସେମାନଙ୍କ ପରିବାରକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ୧୫ ଅଗଷ୍ଟରୁ ୨ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ଫିଟ୍ ଇଣ୍ଡିଆ ଫ୍ରିଡମ
Read More...

ଶୌଚାଳୟ ନିର୍ମାଣରେ ଦୁର୍ନୀତି ଅଭିଯୋଗ

କଣ୍ଟାବାଞ୍ଜି,୧୧/୯- ଆମ ଦେଶ ଭାରତକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ୨୦୧୪ ରେ ରାଷ୍ଟ୍ର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ଦିବସରେ ପାରିତ ହୋଇଥିଲା ଏହି ଶୌଚାଳୟ ଅଭିଯାନ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଭାରତକୁ ସ୍ୱଚ୍ଛ଼ ଓ ସୁନ୍ଦର ରଖିବା । ସେହି ଅନୁଯାୟୀ ପ୍ରଧାନମନ୍ତ୍ରୀ ଛୋଟ ଛୋଟ ଗାଁ
Read More...

ହରଭଙ୍ଗା ବ୍ଲକ ବନ୍ୟା ପରବର୍ତ୍ତୀ ସ୍ଥିତି: ବିଭିନ୍ନ ବିଭାଗର ୧୪କୋଟିରୁ ଉର୍ଦ୍ଧ୍ୱ କ୍ଷୟକ୍ଷତି

ହରଭଙ୍ଗା : ଏବେ ବନ୍ୟା ଛାଡି ଯାଇଛି । ହେଲେ ବନ୍ୟାର ପରବର୍ତ୍ତୀ ପରିସ୍ଥିତିକୁ ନେଇ ଏବେ ଲୋକେ ହନ୍ତସନ୍ତ ହେଉଛନ୍ତି । କାହାର ଘର ଭାଙ୍ଗିଛି ତ ଚାଷୀଙ୍କର ଜମିବାଡି ଉଜୁଡି ଯାଇଛି । ଲଗଣା ବର୍ଷା ଓ ମହାନଦୀ ବନ୍ୟା ଏବେ ଛାଡିଯାଇଛି, ଚାରିଆଡେ ଖାଁ ଖାଁ ଲାଗୁଛି । ହରଭଙ୍ଗା ଅଞ୍ଚଳରେ
Read More...

ଗଜପତିରେ ଆଜି ପୁଣି ୨୫ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୧/୯- ଗଜପତିରେ ପୁଣି ୨୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆକ୍ରାନ୍ତଙ୍କ ମଧ୍ୟରେ ଗୋଶାଣୀ ବ୍ଳକରୁ ୩ ଜଣ ପାରଳା ପୌର ପରିଷଦରୁ ୭ ଜଣ, ନୂଆଗଡ଼ ବ୍ଳକରୁ ୩ ଜଣ, ମୋହନା ବ୍ଲକରୁ ଜଣେ, ରାୟଗଡ ବ୍ଲକରୁ ୩ ଜଣ, ଗୁମ୍ମା
Read More...

କରୋନା ପ୍ରକୋପ କମୁନାହିଁ ଆଜି ପୁଣି ୯୧ ଜଣ ପୋଜିଟିଭ ଚିହ୍ନଟ: ବିବାଦ ଘେରରେ ନବନିର୍ମିତ ବୁର୍ଲା କୋଭିଡ ହସ୍ପିଟାଲ…

ସମ୍ବଲପୁର :କରୋନା ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରଚେଷ୍ଟା ସତ୍ତ୍ୱେ ସମ୍ବଲପୁର ଜିଲ୍ଲାରେ ଏହାର ପ୍ରକୋପ କମିପାରୁ ନାହିଁ । ପ୍ରଶାସନିକ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ୯୧ ଜଣ ନୂଆ ପଜିଟିଭ ଚିହ୍ନଟ ହେଲା ପରେ ଜିଲ୍ଲାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୩୭୩୪ ହୋଇଛି ।
Read More...

ରାଜ୍ୟରେ ଆଉ ୩୯୯୬ କରୋନା ପଜିଟିଭ ଚିହ୍ନଟ, ୧୪ ମୃତ

ଭୁବନେଶ୍ୱର ୧୧ ।୦୯: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ୨୪ ଘଣ୍ଟା ମଧ୍ୟରେ ୩୯୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୩୧୧୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...