ସମ୍ବଲପୁର ଜିଲ୍ଲାରେ ନୂଆ ୧୦୪ ପଜିଟିଭ ଚିହ୍ନଟ : କରୋନା ସଂକ୍ରମଣ ପୁନଶ୍ଚ ବୃଦ୍ଧି ଚିନ୍ତା ବଢାଉଛି
ସମ୍ବଲପୁର : ବିଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ନୂଆ କରୋନା ପଜିଟିଭ ଭାବରେ ୧୦୪ ଜଣଙ୍କୁ ଚିହ୍ନଟ କରାଯାଇଛି, ଯାହାକି ପ୍ରଶାସନିକ ସୂତ୍ରରୁ ପ୍ରକାଶ । ବିଗତ ପ୍ରାୟ ସପ୍ତାହେରୁ ଅଧିକ ଦିନ ହେଲା ଏହି ସଂଖ୍ୟା ୧୦୦ ତଳେ ରହି ଆସୁଥିଲା, କିନ୍ତୁ ଆଜି ଏହା ହଠାତ ଶତାଧିକ ହୋଇଥିବାରୁ!-->…
Read More...
Read More...