ସାର ପାଇଁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରିଲେ ଚାଷୀ
ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର ବ୍ୟାପକ କଳାବଜାର ଯୋଗୁଁ ଚାଷୀ ସାର ପାଉନଥିବା ଅଭିଯୋଗ କରିବା ସହ ଆବଶ୍ୟକ ସାର ଯୋଗାଇ ଦେବା ଦାବିରେ ଆଜି ଶତାଧିକ ଚାଷୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ହରଭଙ୍ଗା ବ୍ଲକ୍!-->…
Read More...
Read More...