ଗଞ୍ଜେଇ ଚୋରାଚାଲାଣ ପାଇଁ ସଜବାଜ ବେଳେ ପୋଲିସ ପକ୍ଷରୁ ଚଢ଼ାଉ : ୫୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ, ଜଣେ…

ବାଲିଗୁଡ଼ା: ଗଞ୍ଜେଇ ଚୋରାଚାଲାଣ ପାଇଁ ସଜବାଜ ବେଳେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ । ବାଲିଗୁଡ଼ା ଥାନା ନାଡ଼ାପାଟାଙ୍ଗ୍ ନିକଟସ୍ଥ ରାସ୍ତା କଡ଼ ଜଙ୍ଗଲରୁ ୧୦୦କେଜି ୫୦୦ଗ୍ରାମ୍ ଗଞ୍ଜେଇ ଜବତ କରିଛି ପୋଲିସ୍ । ଘଟଣାରେ ଜଣେ ମାଫିଆକୁ ଗିରଫ କରିଛି ପୋଲିସ୍ । ସୂଚନା ପ୍ରକାରେ ବାହାର ଜିଲ୍ଲାର
Read More...

ନଳକୂଅ ନିକଟରେ ସୋକ୍ ପିଟ ଖୋଳାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୧୬ ଆହତ

ବୌଦ୍ଧ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଥାନା ଲୋକାପଡା ଗ୍ରାମରେ ସାମାନ୍ୟ କଥାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିବାରୁ ପ୍ରାୟ ୧୬ ଜଣ ଆହତ ହେବା ସହ ଜଣେ ମହିଳା ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତରଖାନା ରେଫର ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଲୋକାପଡା ବିଦ୍ୟାଳୟ
Read More...

ନିମ୍ନମାନର ଛତୁଆ ଓ ବାଦାମ ଲଡୁ ବଣ୍ଟନ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଂଗନବାଡି କେନ୍ଦ୍ରମାନଙ୍କୁ ସରକାର ଯୋଗାଣ କରୁଥିବା ଛତୁଆ ଓ ବାଦାମ ଲଡୁ ନିମ୍ନମାନର ଥିବା ଅଭିଯୋଗ ହୁଏ । କେତେକ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଛତୁଆ ଓ ବାଦାମ ଲଡୁ ଜିଲ୍ଲାରେ ପ୍ରସ୍ତୁତ କରି ଗର୍ଭବତୀ, ପ୍ରସୂତି ଓ ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ
Read More...

ପିଏମଏୱାଇ ଘର ଚୋରୀ ଅଭିଯୋଗ, ୮ ମାସ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ !

ବୌଦ୍ଧ : ବଉଦ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତ ଗୋବିନ୍ଦପୁର୍ ଗ୍ରାମର ଦୁର୍ଯ୍ୟୋଧନ ନାଏକଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସିଥିବା ଘର ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଦୁର୍ଯ୍ୟୋଧନ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠର ପଂଜିକରଣ ନମ୍ବର୍ ୫୫ ତା ୨୦. ୧. ୨୦୨୦ ରେ
Read More...

ଶିକ୍ଷାବିତ ଦୁଃଖିଶ୍ୟାମ ପ୍ରଧାନଙ୍କ ପରଲୋକ

ବୌଦ୍ଧ,୭/୯ - ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ଗ୍ରାମର ବିଶିଷ୍ଟ ଶିକ୍ଷାବିତ ଦୁଃଖିଶ୍ୟାମ ପ୍ରଧାନଙ୍କ ଆଜି ଅପରାନ୍ହରେ ପରଲୋକ ହୋଇ ଯାଇଛି । ଛାତିରେ ତାଙ୍କର ଯନ୍ତ୍ରଣା ଅନୁଭବ ହେବାରୁ ଘରଲୋକେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଘରୋଇ ଆମ୍ରୀ ହସ୍ପିଟାଲ ଚିକିତ୍ସା ପାଇଁ ଭର୍ତ୍ତି
Read More...

ଓଡ଼ିଶା ମୋ ପରିବାର ତରଫରୁ ଜେଇଇ ମେନ୍ ପରୀକ୍ଷାର୍ଥୀଙ୍କୁ ସହାୟତା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶା ମୋ ପରିବାର ତରଫରୁ ସୁଦୂର ଓଡ଼ିଶାର କୋଣ ଅନୁକୋଣରୁ ଆସି ଭୁବନେଶ୍ୱରର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଜେଇଇ ମେନ୍ ପରୀକ୍ଷା ଦେଉଥିବା ସମସ୍ତ ପରିକ୍ଷାର୍ଥୀମାନଙ୍କୁ ହେଲ୍ପ ଡେସ୍କ ମାଧ୍ୟମରେ ସାମାଜିକ ଦୁରତ୍ୱ ନିୟମକୁ ଅନୁସରଣ କରି
Read More...

ଲଗାଣ ବର୍ଷାରେ ଘରଭାଙ୍ଗି ବୁଣାକାର ପରିବାର ବେସାହାରା

ବୌଦ୍ଧ / ବାଉଁଶୁଣି - ବୌଦ୍ଧ ବ୍ଲକ୍ ବାଉଁଶୁଣି ଗ୍ରାମ ପଂଚାୟତର ୱାର୍ଡ ନମ୍ବର୍ ୭ ଟିକିରାପଡା ଗ୍ରାମର ନବ କିଶୋର ମେହେର ନାମକ ଜଣେ ଗରୀବ ବୁଣାକାର ପରିବାରର ୩ ବଖରା ଘର ଗତ ଲଗାଣ ବର୍ଷାରେ ଭାଙ୍ଗି ଯିବାରୁ ପରିବାର ବେସାହାରା ହୋଇଥିବା ଦେଖିବାକୁ ମିଳିଛି । ପାଞ୍ଚ ପ୍ରାଣୀ କୁଟୁମ୍ବକୁ ନେଇ
Read More...

ହରଭଙ୍ଗା ବ୍ଲକ : କମୁନି ସାରର କଳାବଜାରୀ, ଚଢାଦରରେ ବିକ୍ରୀ ଅଭିଯୋଗ

ହରଭଙ୍ଗା: ହରଭଙ୍ଗା ବ୍ଲକ ଅଂଚଳରେ ଦିନକୁ ଦିନ ବଢିଚାଲିଛି ସାର କଳାବଜାର । କେତେକ ବ୍ୟବସାୟୀ ସରକାରୀ ନିୟମ ଉଲ୍ଲଂଘନ କରି ଚଢା ଦରରେ ସାର ବିକ୍ରୟ କରୁଥିବା ଅଭିଯୋଗ ହେଉଛି । ଚାଷୀଙ୍କ ଚାହିଦା ମୁତାବକ ହରଭଙ୍ଗା ବ୍ଲକରେ ଯେତିକି ପରିମାଣର ୟୁରିଆ ସାର ଆବଶ୍ୟକ ତାହା ଯୋଗାଇବାରେ ବିଭାଗୀୟ
Read More...

ପୁଣି ନୂଆ ୭୭ ଜଣ ପଜିଟିଭ ଚିହ୍ନଟ ସମ୍ବଲପୁର କୋଭିଡ ହସ୍ପିଟାଲକୁ ଜୀବନରକ୍ଷକ ଉପକରଣ ପ୍ରଦାନ

ସମ୍ବଲପୁର: ବିଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୭୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏହା ସହିତ ସମ୍ବଲପୁର ଜିଲ୍ଲା ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୭୫ ରେ ପହଞ୍ଚିଲା । ଏପର୍ଯ୍ୟନ୍ତ ଏମାନଙ୍କ ମଧ୍ୟରୁ ୨୬୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୫ ଜଣ ମୃତ୍ୟୁ ବରଣ କଲାପରେ ବାକି ୭୫୦
Read More...

ସୁବର୍ଣ୍ଣପୁର :ବନ୍ୟାଞ୍ଚଳପରିଦର୍ଶନ କଲେ ନରସିଂହ ମିଶ୍ର

ସୋନପୁର,୭/୯ : ଗତକାଲି ବଲାଙ୍ଗୀର ବିଧାୟକ ତଥା ପୂର୍ବତନ ବରୋଧିଦଳନେତା ନରସିଂହ ମିଶ୍ର ସୁବର୍ଣ୍ଣପୁର ଜିଲ୍ଲାର ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଗ୍ରାମ ପରିଦର୍ଶନ କରି ବନ୍ୟାରେ ବହୁ ପରିବାର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ତଥା ଅନେକ ଚାଷଜମିରେ ପାଣି ଜମି ରହିବା
Read More...