ବୌଦ୍ଧ : ଆଜି ୬୭ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟାହେଲା ୭୯୨

ବୌଦ୍ଧ,୫/୯ - ଆଜି ବୌଦ୍ଧଜିଲ୍ଲାରେ ୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ସହର ସମେତ ଜିଲ୍ଲାର ୧୯ ଗୋଟି ଗ୍ରାମରୁ ଉକ୍ତ କୋରନା ପଜିଟିଭମାନେ ଚିହ୍ନଟ ହୋଇଛନ୍ତି । ସିଡିଏମଓ ଡାକ୍ତର
Read More...

ନିଲମ୍ବିତ ହେଲେ ବଲାଙ୍ଗୀର ଉପ ଜିଲ୍ଲାପାଳ

ବଲାଙ୍ଗୀର,୪/୯- ଉପ ଜିଲ୍ଲାପାଳ କାର୍ଯ୍ୟାଳୟର ଜଣେ ଅଧସ୍ତନ କର୍ମଚାରୀଙ୍କ ଅଭିଯୋଗ ଅନୁସାରେ ସରକାର ବଲାଙ୍ଗୀର ଉପ ଜିଲ୍ଲାପାଳ ସଞ୍ଜୟ ମିଶ୍ରଙ୍କୁ ନିଲମ୍ବନ କରାଯିବା ସହ ଜିଲ୍ଲାପାଳଙ୍କ ବିନା ଅନୁମତିରେ ହେଡକ୍ୱାଟର ନ ଛାଡିବାକୁ ନିର୍ଦ୍ଦେର୍ଶ ଦିଆଯାଇଛି । ଅଭିଯୋଗ ଅନୁସାରେ ଉପ ଜିଲ୍ଲାପାଳ
Read More...

ଜିଲ୍ଲାପାଳଙ୍କ ଦ୍ୱାରା କରୋନା ଯୋଦ୍ଧା ହେଲେ ସମ୍ମାନିତ

ପାରଳାଖେମୁଣ୍ଡି,୪/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ପୌର ପରିଷଦ ଠାରେ ସ୍ୱାୟତ ଶାସନ ଦିବସରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ପୌର ପରିଷଦର କନିଷ୍ଠ ଯନ୍ତ୍ରୀ ଡି. ଯୁଧିଷ୍ଟିରଙ୍କୁ କରୋନା ଯୋଦ୍ଧା ଭାବେ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରିଛନ୍ତି । ପ୍ରକାଶ ଥାଉକି
Read More...

ରେଳଷ୍ଟେସନରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

ସମ୍ବଲପୁର,୪/୯- ସ୍ଥାନୀୟ ସମ୍ବଲପୁର ରୋଡ ରେଲଷ୍ଟେସନ ପାଖରୁ ଗତକାଲି ପୁଲିସ ଏକ ବୃଦ୍ଧ ବ୍‌ଯକ୍ତିଙ୍କ ଶବ ଉଦ୍ଧାର କରିଛି, ଯାହାର ସଠିକ ପରିଚୟ ମିଳିନାହିଁ । ଏହି ବିଷୟରେ ମିଡିଆରେ ଫଟୋ ସହିତ ଖବରଦେଇ ଟାଉନ ଥାନା ପକ୍ଷରୁ ସେବିଷୟରେ ଜନସାଧାରଣଙ୍କ ଠାରୁ ସୂଚନା ଆମନ୍ତ୍ରଣ କରାଯାଇଛି । ଜଣେ
Read More...

କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ

ସୁବର୍ଣ୍ଣପୁର,୪/୯- ଜିଲ୍ଲାରେ ୟୁରିଆ ସାରର ଅଭାବୀ ଯୋଗାଣ ସାଂଗକୁ କଳା ବଜାରକୁ ନେଇ ଆଜି ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ସହ ଅଫିସ ଘେରାଉ କରାଯାଇଛି । ଜିଲ୍ଲା କୃଷକ ସଂଗଠନର ଶତାଧିକ ଚାଷୀ ଜିଲ୍ଲା କୃଷି କାର୍ଯ୍ୟାଳୟରେ ସାରର ଅଭାବୀ
Read More...

ସମ୍ବଲପୁରରେ ଆଜି ୮୦ ଜଣ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର,୪/୯- ପ୍ରଶାସନ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୮୦ ଜଣ ନୂଆ ପଜିଟିଭ ଚିହ୍ନଟ କରାଯାଇଛି । ବର୍ତ୍ତମାନ ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୩୨ ହୋଇଛି, ଏମାନଙ୍କ ମଧ୍ୟରୁ ୧୫ଜଣଙ୍କ ମୃତ୍ୟୁ ଓ ୨୩୦୭ ଜଣ
Read More...

ଗଜପତିରେ ପୁଣି ୧୮ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୪/୯- ଗଜପତିରେ ପୁଣି ୧୮ ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆକ୍ରାନ୍ତଙ୍କ ମଧ୍ୟରେ ଗୋଶାଣି ବ୍ଲକରୁ ଜଣେ, କାଶୀ ନଗର ବ୍ଳକରୁ ଜଣେ, ପାରଳା ପୌର ପରିଷଦରୁ ୨ ଜଣ, ମୋହନା ବ୍ଲକରୁ ୮ ଜଣ ,ନୂଆଗଡ ବ୍ଲକରୁ ୪ ଜଣ, ଗଜପତି ଜିଲ୍ଲାର ୨ଜଣ
Read More...

ବୌଦ୍ଧ : ୭୦୦ ପାର୍‌କଲା କରୋନା, ଆଜି ଦିନକରେ ୪୪ ଚିହ୍ନଟ

ବୌଦ୍ଧ,୪/୯ - ଆଜି ବୌଦ୍ଧ ଜିଲ୍ଲାରେ କରୋନା ୭୦୦ ପାର୍‌କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ଜିଲ୍ଲାରେ ୪୪ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ହରଭଙ୍ଗା ବ୍ଲକ୍‌ କୁଶଙ୍ଗ ଗ୍ରାମରୁ ୧୭
Read More...

କରୋନା ସମୟରେ ଚିତ୍ରକାରଙ୍କୁ ରୋଜଗାରକ୍ଷମ କରାଇଛି ଚିତ୍ରକଳା

ପାରଳାଖେମୁଣ୍ଡି,୪/୯- ରାଜ୍ୟ ସରକାର କରୋନା ସମୟରେ ଲୋକଙ୍କ ଜୀବନ ଜୀବିକା ଉପରେ ଗୁରୁତ୍ୱ ଦେଇଛନ୍ତି । ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ବିଭାଗ ପକ୍ଷରୁ ପାରଳା ପୌରପରିଷଦରେ ଆର୍ବନ ୱେଜେସ ଏମପ୍ଲଇ ସ୍କିମ ଜରିଆରେ ସହର ସୌନ୍ଦର୍ଯ୍ୟକରଣ ପାଇଁ ପୌରପରିଷଦ ପକ୍ଷରୁ ଆରମ୍ଭ ହୋଇଛି
Read More...

ଗଭୀର ନଳକୂପ ସେଚ କାର୍ଯ୍ୟକ୍ରମ ଦିଗହରା !

ବୌଦ୍ଧ,୪/୯ - କୃଷି ପାଇଁ ଜଳ ସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ସରକାର ଆରମ୍ଭ କରିଥିଲେ ଗଭୀର ନଳକୂପ ସେଚ କାର୍ଯ୍ୟକ୍ରମ l ଉଠା ଜଳ ସେଚନ ବିଭାଗ ଜରିଆରେ ଏ କାର୍ଯ୍ୟକ୍ରମ ରୁପlୟନ କରାଯାଉଛି l ବୌଦ୍ଧ ଜିଲ୍ଲାରେ ଏ କାର୍ଯ୍ୟକ୍ରମ କିଭଳି ଚାଲିଛି ତାର ନଗ୍ନ ଚିତ୍ର ଦେଖିବାକୁ ମିଳୁଛି ବଉଦ
Read More...