ପଥର ସନ୍ଧିରେ ଗୋଡ ପଶି ବାଳକ ଅଡୁଆରେ, ଉଦ୍ଧାର କାର୍ଯ୍ୟ ଜାରୀ
ହରଭଙ୍ଗା: ହରଭଙ୍ଗାବ୍ଲକ ତିଲେଶ୍ବର ପଞ୍ଚାୟତର ବୁରୁବୁଡା ଗ୍ରାମର ଜଣେ ବାଳକ ନିକଟସ୍ଥ ଲକ୍ଷ୍ମିନାଳ କୁ ଗାଧୋଇବାକୁ ଯାଇ ଗୋଡଟି ପଥର ସନ୍ଧିରେ ରହିଯାଇଥିବା ଜଣାପଡିଛି । ସୁଚନାମତେ ଗ୍ରାମର ସାରସ୍ବତ ନାଏକଙ୍କ ସାନ ପୁଅ ନିଳମଣି ନାଏକ ୭ ବର୍ଷର ବାଳକ ଅନ୍ୟ ସାଙ୍ଗମାନଙ୍କ ସହ ଦିନ ୧୧ଟାରେ!-->…
Read More...
Read More...