ବିଷଧର ସାପ କାମୁଡାରେ ଯୁବକ ମୃତ

ବୌଦ୍ଧ /ଜହ୍ନାପଙ୍କ- ଗୋଟିଏ ବିଷଧର ସାପ କାମୁଡାରେ ବୌଦ୍ଧ ବ୍ଲକ୍ ତେଲିବନ୍ଧ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ତେଲିବନ୍ଧ ଗ୍ରାମର ରାମଚନ୍ଦ୍ର ହୋତାଙ୍କ ପୁଅ ମିତ୍ରଭାନୁ ହୋତା ( 25)ବର୍ଷ ଗତକାଲି ଅପରାନ୍ହ ପ୍ରାୟ ଘ 2. 30 ମିନିଟ ସମୟରେ ନିଜ
Read More...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ସୋନପୁର : ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ତରଫରୁ ସ୍ଥାନୀୟ କସ୍ତୁରୀ ହୋଟେଲର ସମ୍ମିଳନୀ କକ୍ଷରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ନଗର କଂଗ୍ରେସ ସଭାପତି ସୁଧିର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଜରି ପାଇଁ ରାସ୍ତାରୋକ, ପ୍ରତିଶ୍ରୁତି ପରେ ଲୋକେ ହେଲେ ଶାନ୍ତ

ବୌଦ୍ଧ : ଗତ ଲଗାଣ ବର୍ଷାରେ ଜିଲ୍ଲାରେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଛି । ମୁଣ୍ଡ ଗୁଞ୍ଜିବା ପାଇଁ ସାହାରା ନାହିଁ । ରାଜସ୍ୱ ବିଭାଗ ପକ୍ଷରୁ ଘର ଉପରେ ଟାଣିବା ପାଇଁ ଯେଉଁ ଜରି ପାଲ ଦିଆଯାଏ ତାହା ମଧ୍ୟ ଲୋକଙ୍କୁ ମିଳୁନାହିଁ । ହରଭଙ୍ଗା ତହସିଲ ଅନ୍ତର୍ଗତ୍ ବୀରନରସିଂହପୁର ରାଜସ୍ୱ
Read More...

ଆବୁଧାବିରେ ପହଞ୍ଚିଲେ ପ୍ଲେସିସ୍‌, ରାବଡା

ଦୁବାଇ : ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ଦକ୍ଷିଣ ଆଫ୍ରିକାର ତିନି ଭେଟେରାନ୍‌ କ୍ରିକେଟର ଏପ୍‌ଡି ପ୍ଲେସିସ୍‌, ଏଲ୍‌ ଏନ୍‌ଗିଡି ଓ କାର୍ଗିସୋ ରାବଡ଼ା । ମଙ୍ଗଳବାର ଭୋର ସମୟରେ ଆସି ପହଞ୍ଚିଥିବା ଏହି ଖେଳାଳିମାନେ ନିର୍ଦ୍ଧାରିତ ହୋଟେଲକୁ ଯାଇଛନ୍ତି । ସେମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଟେଲ
Read More...

ଧୋନି ବିଚଳିତ ହେବା ବ୍ୟକ୍ତି ନୁହଁନ୍ତି

ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନି ଏଭଳି ଜଣେ ବ୍ୟକ୍ତି, ଯିଏ ଅନ୍ୟମାନଙ୍କଠାରୁ ସଂପୂର୍ଣ୍ଣ ଭିନ୍ନ । ସେ କେବଳ ଜଣେ ଭଲ ଖେଳାଳି ନୁହଁନ୍ତି, ବରଂ ଭଲ ମଣିଷ ମଧ୍ୟ । କୌଣସି ପରିସ୍ଥିତିରେ ସେ ବିଚଳିତ ହୋଇନଥାନ୍ତି । ବରଂ ଖେଳାଳିମାନଙ୍କୁ ମାନସିକ ବଳ ଦେଇଥାନ୍ତି । ଏଭଳି ମନ୍ତବ୍ୟ ଦେଇଛନ୍ତି,
Read More...

ସମ୍ପର୍କୀୟଙ୍କ ଉପରେ ଆକ୍ରମଣ ଘଟଣା: ତଦନ୍ତ ଦାବିକଲେ ରାଇନା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ପଞ୍ଜାବରେ ରହୁଥିବା ପିଉସୀଙ୍କ ଘରେ ନିକଟରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଏହି ଘଟଣାକୁ ରାଇନା ଅତି ଗୁରୁତ୍ୱର ସହ ନେଇଛନ୍ତି । ଘଟଣାର ଏକ ନିରପେକ୍ଷ ଓ ଟିକିନିଖି ତଦନ୍ତ ପାଇଁ ସେ ସରକାରଙ୍କ ନିକଟରେ ଦାବି ରଖିଛନ୍ତି । ରାଇନା କହିଛନ୍ତି
Read More...

ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟର ହାତ ବଢାଇଲେ ସ୍ୱେଚ୍ଛାସେବୀ

ସମ୍ବଲପୁର : ବିଗତ ଦିନରେ ହୀରାକୁଦବନ୍ଧରୁ ବନ୍ୟାଜଳ ନିଷ୍କାସନ ଫଳରେ ଏଠାକାର ବିଭିନ୍ନ ତଳି ଅଂଚଳରେ ଉପୁଜିଛି ବନ୍ୟା ପରିସ୍ଥିତି । ମହାନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ସହରର ସମସ୍ତ ତଳି ଅଂଚଳରେ ପଛୁଆ ପାଣି ପ୍ରବେଶ କରି ଅଂଚଳ ଜଳମଗ୍ନ ହୋଇଛି । ଲୋକଙ୍କ ଘରେ ପାଣି ପଶିବା ଫଳରେ ଲୋକେ
Read More...

ଗଜପତିରେ ପୁଣି ୨୯ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି: ଗଜପତିରେ ପୁଣି ୨୯ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୁମ୍ମା ବ୍ଲକରୁ ୪ ଜଣ ଗୋଶାଣି ବ୍ଲକରୁ ୫ ଜଣ କାଶୀନଗର ବ୍ଳକରୁ ୪ଜଣ, ପାରଲା ପୌର ପରିଷଦରୁ ୯ ଜଣ, ମୋହନା ବ୍ଲକରୁ ୩ ଜଣ, ରାୟଗଡ ବ୍ଲକ ରୁ ୩ ଜଣ, ଗଜପତି ଜିଲ୍ଲାର ଜଣେ
Read More...

ସମ୍ବଲପୁରରେ ଆଜି ପୁଣି ୮୩ ଜଣ ପଜିଟିଭ ଚିହ୍ନଟ: ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୬ ହେଲା

ସମ୍ବଲପୁର : ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୮୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୬ରେ ପହଞ୍ଚିଛି । ଗତ ଦୁଇଦିନ ଧରି ଦୈନିକ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା
Read More...

ରାଜ୍ୟରେ ପୁଣି ୩୦୨୫ ପଜିଟିଭ ଚିହ୍ନଟ, ୧୧ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ଆଜି ରାଜ୍ୟରେ ୩୦୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୪୪ ଓ ସ୍ଥାନୀୟ ଅଂଚଳରୁ ୧୧୮୧ ଆକ୍ରାନ୍ତ ଅଛନ୍ତି । ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୬ ହଜାର ୫୬୧କୁ ବୃଦ୍ଧି ପାଇଛି । ୩୦ଟି ଜିଲ୍ଲାରୁ ଏହିସବୁ
Read More...