ଦୁଇଟି ପୃଥକ ଦୁର୍ଘଟଣା, ଦୁଇ ବାଇକ ଆରୋହୀ ଗୁରୁତର
ବୌଦ୍ଧ,୩୦/୮ – ଗତକାଲି ଦୁଇଟି ପୃଥକ ସଡକ ଦୁର୍ଘଟଣାରେ ୨ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଜାତୀୟ ରାଜପଥ ନଂ ୫୭ର ଚାରିଛକସ୍ଥିତ ବିଦ୍ୟୁତ ବିଭାଗ ଅଫିସ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହେବାରୁ ବାଇକ ଆରୋହୀ ରତନପୁର ଗ୍ରାମର ସାନୁ ଅଦାବର (୩୫) ଗୁରୁତର ଆହତ!-->…
Read More...
Read More...