ଆଜି ସମ୍ବଲପୁରରେ ପୁଣି ୧୨୮ ନୂଆ ପଜିଟିଭ ଚିହ୍ନଟ
ସମ୍ବଲପୁର : ଆଜି ପ୍ରଶାସନିକ ଘୋଷଣା ଅନୁସାରେ ସମ୍ବଲପୁର ଜିଲ୍ଲାରେ ଗତକାଲି ଗୁରୁବାର ଦିନ ୧୨୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ମୋଟସଂଖ୍ୟା ୨୫୮୦ରେ ପହଞ୍ଚିଛି ଓ ଏମାନଙ୍କ ମଧ୍ୟରୁ ୧୧ ଜଣଙ୍କ ମୃତ୍ୟୁ ଓ ୧୪୧୩ ଜଣ ସୁସ୍ଥ ହୋଇ!-->…
Read More...
Read More...