ଆନ୍ଧ୍ରରେ ପୁଣି ଗ୍ୟାସ୍‌ ଲିକ୍‌: ୧୪ ମହିଳାଙ୍କ ସମେତ ୨୦ ଅସୁସ୍ଥ

ଚିତ୍ତୂର : ଆନ୍ଧ୍ରପ୍ରଦେଶରେ ପୁଣି ଗ୍ୟାସ୍‌ ଲିକ୍‌ ଅଘଟଣ ଘଟିଛି । ଚିତ୍ତୂର ଜିଲ୍ଲାର ପୁତଳପଟ୍ଟୁ ନିକଟରେ ଥିବା ହାଟସନ୍‌ ଡାଏରୀ କାରଖାନାରୁ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇଛି । ଏଥିରେ ୨୦ଜଣ କର୍ମଚାରୀ ଗୁରୁତରଭାବେ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କ ମଧ୍ୟରେ ୧୪ଜଣ ମହିଳା ଅଛନ୍ତି ।
Read More...

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ସିମନବାଡ଼ି ଜିଆରଏସ

ଦାରିଙ୍ଗବାଡି :୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଜିଆରଏସ (ଗ୍ରାମ ରୋଜଗାର ସେବକ)ଦିଲୀପ କୁମାର ସାହୁ । ସୂଚନା ପ୍ରକାରେ ଦାରିଙ୍ଗବାଡି ଗ୍ରାମର ଦିଲୀପ କୁମାର ସାହୁ ସିମନବାଡି ପଞ୍ଚାୟତରେ କାର୍ଯ୍ୟାଳୟରେ
Read More...

ଆଇପିଏଲ୍‌ ଖେଳାଳିଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବ

ନୂଆଦିଲ୍ଲୀ : ଏଥର ଆଇପିଏଲ୍‌ ଭାରତ ବାହାରେ ଅନୁଷ୍ଠିତ ହେଉଛି । ଏହାକୁ ସୁରକ୍ଷିତ ଓ ଦୁର୍ନୀତି ତଥା ବିବାଦମୁକ୍ତ ରଖିବା ଲାଗି ବିସିସିଆଇ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଟୁର୍ଣ୍ଣାମେଣ୍ଟ ସମୟରେ ଆଇପିଏଲ୍‌ ଖେଳାଳିମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବ । ବୁକିମାନେ
Read More...

ଇସ୍ତଫା ଦେଲେ ଡାଭିଡ୍‌ ଜନ୍‌

ମୁମ୍ବାଇ : ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ହକି ଇଣ୍ଡିଆର ହାଇ ପରଫରମାନ୍ସ ନିର୍ଦ୍ଦେଶକ ପଦରୁ ଡାଭିଡ୍‌ ଜନ୍‌ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା ବିଷୟ କହିଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ଉଭୟ ହକି ଇଣ୍ଡିଆ ଓ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ନିକଟକୁ
Read More...

ଧୋନିଙ୍କ ପରେ ରାଇନାଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନିଙ୍କୁ ଚିଠି ଲେଖି ତାଙ୍କୁ ପ୍ରଶଂସା ଓ କୃତଜ୍ଞତା ଜଣାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଭାରତୀୟ କ୍ରିକେଟର ଅନ୍ୟ ଜଣେ ସଫଳ କ୍ରିକେଟର ସୁରେଶ ରାଇନାଙ୍କୁ ଚିଠି ଲେଖିଛନ୍ତି । ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ତୁମ ପାଇଁ ଅବସର ଶବ୍ଦ ବ୍ୟବହାର
Read More...

ଲକ୍ଷ୍ୟ ଫାଉଣ୍ଡେସନ୍ ତରଫରୁ କୋଭିଡ଼ ଯୋଦ୍ଧଙ୍କୁ ସମ୍ମାନ କାର୍ଯ୍ୟକ୍ରମ

ଭୁବନେଶ୍ୱର:ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଲକ୍ଷ୍ୟ ଫାଉଣ୍ଡେସନ୍ ତରଫରୁ କୋଭିଡ଼ ଯୋଦ୍ଧଙ୍କୁ ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଭୁବନେଶ୍ୱରର ୟୂନିଟ-୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି କରୋନା ଯୋଦ୍ଧା(ସାମ୍ବାଦିକ)ଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି
Read More...

ଗଜପତିରେ ପୁଣି ୫୮ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୫୮ ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀ ବ୍ଳକରୁ ୧୦ ଜଣ, ଗୁମ୍ମାବ୍ଳକରୁ ୩ ଜଣ,ପାରଳା ପୌର ପରିଷଦରୁ ୧୦ ଜଣ, ଆର ଉଦୟଗିରି ବ୍ଳକରୁ ୨୧ଜଣ, ରାୟଗଡ ବ୍ଳକରୁ ୮ଜଣ, ମୋହନା ବ୍ଳକରୁ
Read More...

ସମ୍ବଲପୁର ଜିଲ୍ଲାରୁ ପୁଣି ୭୮ ଜଣ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର :ଆଜି ୭୮ ଜଣ ନୂଆ ପଜିଟିଭ ଚିହ୍ନଟ ପରେ ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ମୋଟ ସଂଖ୍ୟା ୧୭୫୫ ହୋଇଛି । ଏମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଓ ୧୦୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ସକ୍ରିୟ ୭୦୩ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଗତକାଲି
Read More...

ବାଉଁଶ ବନିକରଣ ପ୍ରକଳ୍ପକୁ ପରିଦର୍ଶନ କଲେ ବୌଦ୍ଧ ବନଖଣ୍ଡ ଅଧିକାରୀ

ହରଭଙ୍ଗା,(ହୀ.ପ୍ର): ବନ ସଂରକ୍ଷଣର ସଫଳ ଦୃଷ୍ଟାନ୍ତ ହେଉଛି, ବୌଦ୍ଧ ବନଖଣ୍ଡର ପୁରୁଣାକଟକ ବନାଞ୍ଚଳର ହରଭଙ୍ଗା ସେକ୍ସନର ଅରଖପଦର ରିଜର୍ଭ ଜଙ୍ଗଲରେ ୧୫ ହେକ୍ଟର ପରିଧିରେ ବାଉଁଶ ବନିକରଣ କରାଯାଇଛି । ଆଜି ବୌଦ୍ଧ ଡିଏଫ୍‌ଓ ଯଶୋବନ୍ତ ସେଠୀ ଏହି ପ୍ରକଳ୍ପକୁ ପରିଦର୍ଶନ ସହ ତଦାରଖ କରିଥିଲେ ।
Read More...

କିମ୍‍ସରେ ଅତ୍ୟାଧୁନିକ ଆଇସିୟୁ ଓ କ୍ୟାଥୋଲାବ୍‍ ଉଦ୍‍ଘାଟିତ

ଭୁବନେଶ୍ୱର : କିମ୍‍ସରେ ୪୦ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଆଇସିୟୁ ଗୁରୁବାର ଉଦ୍‍ଘାଟିତ ହୋଇଯାଇଛି । ଆଜି କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ପ୍ରଫେସର ସୁବ୍ରତ ଆଚାର୍ଯ୍ୟ, କିମ୍‍ସର ସିଇଓ ଡା. ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, କିମ୍‍ସ ମେଡିକାଲ୍‍ କଲେଜର ଅଧ୍ୟକ୍ଷ ମେଜର ଜେନେରାଲ୍‍
Read More...