ପୁଣି ରାଜ୍ୟରେ ୨୫୮୯ ପଜିଟିଭ ଚିହ୍ନଟ, ଆପଣଙ୍କ ଜିଲ୍ଲାରୁ କେତେ ଜାଣନ୍ତୁ
ଭୁବନେଶ୍ୱର ୧୯ ।୦୮: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ୨୪ ଘଣ୍ଟା ମଧ୍ୟରେ ୨୫୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭୧୨୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ!-->…
Read More...
Read More...