ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ କରୋନା

ଭୁବନେଶ୍ୱର : ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ନିଜେ ଏ ସଂପର୍କରେ ଟ୍ୱିଟ୍ କରି ଜଣାଇଛନ୍ତି । ସେ କହିଛନ୍ତି ଯେ, ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି, ତେବେ ମୋର ସ୍ୱାସ୍ଥ୍ୟ କିଛି ପରିବର୍ତ୍ତନ ଆସିନାହିଁ । କିନ୍ତୁ ଯେଉଁମାନେ ମୋର ସଂପର୍କରେ
Read More...

ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ : କ୍ଷୟକ୍ଷତି ନେଇ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଭିଡିଓ କନଫରେନ୍ସିଂ ଯୋଗେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଲଘୁଚାପଜନିତ ବର୍ଷା ଓ ତତ୍‌ଜନୀତ କ୍ଷୟକ୍ଷତି ସଂପର୍କରେ ଆଲୋଚନା କରିଥିଲେ । ଏ ନେଇ
Read More...

ପାରଳା ପୌର ପରିଷଦ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମାପାରଳାଖେମୁଣ୍ଡିର ପାରଳା ପୌର ପରିଷଦ ଠାରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଜାତୀୟ ପତାକା ଉତ୍ତୋଳନ କରିବା ସହ ତିନି ଜଣ ସ୍ୱଚ୍ଛସାଥୀ ଓ ୧୦ ଜଣ ସଫେଇ କର୍ମଚାରୀଙ୍କୁ କୋଭିଡ
Read More...

କୁଷ୍ଠାଶ୍ରମର ୬ ପରିବାର ଜଳବନ୍ଦୀ

ବୌଦ୍ଧ,୧୭/୮ - ବୌଦ୍ଧ ସହରରେ ଥିବା କୁଷ୍ଠାଶ୍ରମ (ଲେପ୍ରୋସି କଲୋନୀ) ରେ ରହୁଥିବା ୬ ଗୋଟି ପରିବାର ଦୁଇ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତ ଦୁଇ ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସେମାନେ ରହୁଥିବା ଘର ମଧ୍ୟରେ ପାଣି
Read More...

ମାଓବାଦୀଙ୍କ ବର୍ବରକାଣ୍ଡ : ରାସ୍ତା କାମରେ ନିୟୋଜିତ ୫ଗାଡିକୁ ଜାଳିଦେଲେ

ବାଲିଗୁଡ଼ା: କଞ୍ଜାଲଗୁ ନିକଟ ବିଗାଭଟ୍ଟା ଘାଟିରେ ମାଓବାଦୀଙ୍କ ବର୍ବର କାଣ୍ଡ । ଜାଳିଦେଲେ ରାସ୍ତା କାମରେ ନିୟୋଜିତ ହୋଇଥିବା ପାଞ୍ଚଟି ଗାଡ଼ି । ଗୋଟିଏ ହାଇୱା, ଗୋଟିଏ ପାଣି ଟ୍ୟାଙ୍କର, ଗୋଟିଏ ହିଟାଚି, ଗୋଟିଏ ଟ୍ରାକ୍ଟର ଗ୍ରେଡର ଓ ଭାଇବ୍ରେଟର ମେସିନ୍ । ଘଟଣା ସ୍ଥଳରେ ଛାଡ଼ି ଯାଇଛନ୍ତି
Read More...

ଗଜପତିରେ ପୁଣି ୬ କରୋନା ପଜିଟିଭ ଚିହ୍ନଟ

ପାରାଳଖେମୁଣ୍ଡି : ଗଜପତି ଜିଲ୍ଲାରେ ପୁଣି ୬ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ପାରଳା ପୌର ପରିଷଦରୁ ଚାରି ଜଣ,ଆର ଉଦୟଗିରି ବ୍ଳକରୁ ଜଣେ,ମୋହନା ବ୍ଳକରୁ ଜଣେ ଚିହ୍ନଟ ହୋଇଛନ୍ତି ।ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କୁ କିଛି ଜଣଙ୍କୁ ହୋମ
Read More...

ଆଜି ୩୫ ପଜିଟିଭ ଚିହ୍ନଟ ସହ ସମ୍ବଲପୁର ଜିଲ୍ଲାରେ ମୋଟ ସଂଖ୍ୟା ୧୪୮୧ରେ ପହଞ୍ଚିଲା

ସମ୍ବଲପୁର : ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ସମଗ୍ର ରାଜ୍ୟରେ ପଜିଟିଭ ଚିହ୍ନଟ ୨୨୪୪ ଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲାରେ ୩୫ ଜଣ ରହିଛନ୍ତି । ଏହା ସହିତ ସମଗ୍ର ଜିଲ୍ଲାରେ ଏପର୍ଯ୍ୟନ୍ତ ପଜିଟିଭ ଚିହଟଙ୍କ ମୋଟ ସଂଖ୍ୟା ୧୪୮୧ ରେ ପହଞ୍ଚିଛି । ବର୍ତ୍ତମାନ
Read More...

ପୁଣି ରାଜ୍ୟରେ ୨୨୪୪ କରୋନା ପଜିଟିଭ ଚିହ୍ନଟ, ୧୦ ମୃତ

ଭୁବନେଶ୍ୱର ୧୭ ।୦୮: ରାଜ୍ୟରେ ପୁଣି ୨୪ ଘଣ୍ଟା ମଧ୍ୟରେ ୨୨୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨୨୯୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ
Read More...

ନାରାୟଣନଗର ଗ୍ରାମରୁ ଆଜି ପୁଣି ୪୯ ପଜିଟିଭ ଚିହ୍ନଟ

ବୌଦ୍ଧ,୧୭/୮ - ଆଜି ବୌଦ୍ଧଜିଲ୍ଲାରେ ୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ଆଜିର ସମସ୍ତ ପଜିଟିଭ ବୌଦ୍ଧବ୍ଲକ୍‌ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚାୟତ ଅନ୍ତର୍ଗତ ନାରାୟଣ ନଗର ଗ୍ରାମରୁ ଚିହ୍ନଟ ହୋଇଥିବା ସିଡିଏମଓ
Read More...

ଅନୁଗୁଳ ଜିଲ୍ଲାରୁ ପୁଣି ୫୦ପଜିଟିଭ ଚିହ୍ନଟ, ୩ ମୃତ୍ୟୁ

ଅନୁଗୋଳ : ଆଜି ଅନୁଗୁଳ ଜିଲ୍ଲାରୁ ଗୋଟିଏ ଦିନରେ ରେକର୍ଡ଼ ୫୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବନରପାଳ ବ୍ଲକ ଅଞ୍ଚଳରୁ ସର୍ବାଧିକ ୧୫ ଜଣ, ଅନୁଗୁଳ ବ୍ଲକ ଅଞ୍ଚଳରୁ ୧୪ ଜଣ, ତାଳଚେର ବ୍ଲକ ଅଞ୍ଚଳରୁ ୧୦ ଜଣ, ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ୭ ଜଣ ଓ କଣିହାଁ ବ୍ଲକ ଅଞ୍ଚଳରୁ ୪ ଜଣ
Read More...