ଆଇନସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବୌଦ୍ଧ,୨୧/୬ : - ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ବୌଦ୍ଧ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଉପଲକ୍ଷେ ଏକ ଯୋଗ ଶିକ୍ଷା ଏବଂ ଧ୍ୟାନ ଅଭ୍ୟାସ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓ ଦୌରାଜଜ୍‌ ଶ୍ରୀ ବିକ୍ରମ କୁମାର ପ୍ରଧାନ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଯୋଗ ଶିବିରରେ ପରିବାର
Read More...

ଦଶପଲ୍ଲା ଆଦର୍ଶ ବିଦ୍ୟାଳୟ ନୂତନ ଗୃହ ଉଦଘାଟିତ

ଦଶପଲ୍ଲା,୨୧/୬ : - ଆଜି ଦଶପଲ୍ଲାରେ ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ଉଦଘାଟିତ ହୋଇଯାଇଛି । ଦଶପଲ୍ଲା-ଗଣିଆଁ ରାସ୍ତାର ଦୁଆର ଗାଁଠାରେ ପ୍ରତିଷ୍ଠିତ ଏହି ଆଦର୍ଶ ବିଦ୍ୟାଳୟକୁ ଆଜିଠାରୁ ପିଲାମାନଙ୍କ ପାଠପଢା ପାଇଁ ଉତ୍ସର୍ଗ କରାଯାଇଛି । ଉଦଘାଟନୀ ଉତ୍ସବରେ ବିଧାୟକ ରମେଶଚନ୍ଦ୍ର ବେହେରା,
Read More...

ତୁମୁଡିବନ୍ଧ ଶିଶୁ ବିଦ୍ୟା ମନ୍ଦିରରେ ଯୋଗ ଦିବସ ପାଳିତ

ଫୁଲବାଣୀ,୨୧/୬:- ସ୍ଥାନୀୟ ଡ଼ଃ ଆମ୍ବେଦକର ଛକ ତୁମୁଡିବନ୍ଧ ଠାରେ ଅବସ୍ଥାପିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଷ୍ଟମ ଯୋଗ ଦିବସ ପାଳିତ ହୋଇ ଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀ, ଗୁରୁମା ଗୁରୁଜୀ, ସେବକ ସେବିକା, ପରିଚାଳନା ସମିତି ଅଭିଭାବକ ଓ ଅଭିଭାବିକାମାନେ ଯୋଗ ଦେଇଥିଲେ ।
Read More...

ଇପିଏଫ ପେନସନ ସଂଘ ବୌଦ୍ଧ ଶାଖା ତରଫରୁ ୩୫୪ ଖଣ୍ଡ ପୋଷ୍ଟକାର୍ଡ ପ୍ରେରଣ

ବୌଦ୍ଧ,୨୧/୬:- ଅଲଓଡିଶା ଇପିଏଫ ପେନସନ ସଂଘ ବୌଦ୍ଧ ଶାଖା ତରଫରୁ ଆଜି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ୩୫୪ ଖଣ୍ଡ ହାତଲେଖା ପୋଷ୍ଟକାର୍ଡ ପ୍ରେରଣ କରାଯାଇଛି । ବିଭିନ୍ନ ଦାବିନେଇ ସଭାପତି ତ୍ରିପୁରାରୀ ବେହେରାଙ୍କ ନେତୃତ୍ୱରେ ବୌଦ୍ଧ ମୁଖ୍ୟ ଡାକଘର ପୋଷ୍ଟ ବକ୍ସରେ ଗଳାଯାଇ ଏହି ପୋଷ୍ଟକାର୍ଡ ସବୁ
Read More...

ବୌଦ୍ଧ:ବିଭିନ୍ନ ସ୍ଥାନରେ ଅଷ୍ଟମ ଅନ୍ତର୍ଜାତୀୟ ଯୋଗଦିବସ ପାଳିତ

ବୌଦ୍ଧ,୨୧/୬:- ସମଗ୍ର ବିଶ୍ୱରେ ଅଷ୍ଟମ ବିଶ୍ୱ ଯୋଗ ଦିବସ ପାଳନ କରିବା ପାଇଁ ଆୟୋଜିତ ହୋଇଥିବା ବେଳେ ବୌଦ୍ଧଜିଲ୍ଲା ବିଭିନ୍ନ ସ୍ଥାନରେ ମହାସମାରୋହରେ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଟାଉନହଲ ପରିସରରେ ରହିଥିବା ଭିକାରୀ ମଣ୍ଡପ ଠାରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧିନରେ ଥିବା ନେହେରୁ
Read More...

ଆନ୍ତର୍ଜତୀୟ ଯୋଗ ଶିବିର ନିମନ୍ତେ ଯୋଗାଭ୍ୟାସ

ଘୁ .ଉଦୟଗିରି,୧୯/୬: ସାରା ବିଶ୍ୱ ଏବେ ଯୋଗମୟ ହେବାକୁ ଯାଉଛି । ଏହାର ପ୍ରସ୍ତୁତି କରୁଛି ସାରା ବିଶ୍ୱ । କାରଣ ଦିନକ ପରେ ଅର୍ଥାତ୍‌ ଜୁନ ୨୧ ରେ ବିଶ୍ୱ ଯୋଗ ଦିବସ । ଏହି କ୍ରମରେ ଆଜି ଫରେଷ୍ଟ ଟ୍ରେନିଙ୍ଗ ସ୍କୁ ରେ ଯୋଗ ବିଜ୍ଞାନ ଶିବିର ଅନୁଷ୍ଠିତ ହୋଇଯାଉଛି । ଏଥିରେ ଫରେଷ୍ଟ ଟ୍ରେନିଂ
Read More...

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ପାଇଁ ଅଭ୍ୟାସ

ନବରଙ୍ଗପୁର,୧୯/୬- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରତିବର୍ଷ ଜୁନ ୧୯ ତାରିଖରେ ପ୍ରାକୃତିକ ବିପର୍ଯ୍ୟୟ ଓ ତାହାର ମୁକାବିଲା ପରିଚାଳନା ବିଷୟରେ ଏକ ମକ ଅଭ୍ୟାସ କରାଯାଇଥାଏ । ନବରଙ୍ଗପୁର ଜିଲ୍ଲାରେ ଥିବା ଦଶଗୋଟି ବହୁମୂଖୀ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ
Read More...

ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପ୍ରସ୍ତୁତିର କାର୍ଯ୍ୟକ୍ରମ

ଗଜପତି, ୧୯/୬- ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜିଲ୍ଲାପାଳକଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ରାଜଶ୍ୱ କମିଶନ ଅତିରିକ୍ତ ସଚିବ ରଞ୍ଜନ
Read More...

ଶ୍ରୀରାମପଦା ଛକରେ ବିରାଟ ବରଗଛ ପଡ଼ି ରାସ୍ତା ଅବରୋଧ, ଯାତାୟାତ ବାଧାପ୍ରାପ୍ତ

ଘୁ. ଉଦୟଗିରି,୧୯/୦୬:- ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଶ୍ରୀରାମପଦା ଛକ ଠାରେ ବର୍ଷା, ପବନରେ ବହୁବର୍ଷ ପୁରୁଣା ବରଗଛ ମୂଳରୁ ପଡ଼ିଯିବା ପରେ ଘୁ.ଉଦୟଗିରି ଠାରୁ ସାରଙ୍ଗଡ ଓ ରଟିଙ୍ଗିଆ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଉଭୟ ପଟ
Read More...

ପୁରୀକୁ ଗଡ଼ିବ ରେଳ, ନୂଆଗାଁ ଷ୍ଟେସନ କାର୍ଯ୍ୟକ୍ଷମ ହେବ

ଦଶପଲ୍ଲା,୨୦/୬: - ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ଆଉ ପାଦେ ଆଗେଇବ । ଖୁବ୍‌ଶୀଘ୍ର ନୟାଗଡ଼ ଜିଲ୍ଲା ନୂଆଗାଁ ପର୍ଯ୍ୟନ୍ତ ରେଳ ସମ୍ପ୍ରସାରଣ ହେବାସହ ନୂଆଗାଁ ଷ୍ଟେସନ କାର୍ଯ୍ୟକ୍ଷମ ହେବ । ଆସନ୍ତାକାଲି (୨୦ ତାରିଖ ) ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ରେଳ ବିଭାଗ ପକ୍ଷରୁ
Read More...