ସୋନପୁର ଠାରେ ୭୪ତମ ସ୍ୱାଧିନତା ଦିବସ ପାଳିତ

ସୋନପୁର : ସୋନପୁର ଜିଲ୍ଲା ପୋଲିସ ପଡିଆ ଠାରେ ଆଜି ୭୪ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀ ଯୋଗଦେଇ ସମ୍ମିଳିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିବାସହ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧିନତା ଆନ୍ଦୋଳନ ସମୟର
Read More...

ପ୍ରବଳ ବର୍ଷା ସତ୍ତ୍ୱେ ଉତ୍ସାହ ଓ ଉଦ୍ଦୀପନାର ସହିତ ସ୍ୱାଧୀନତା ଦିବସ ପାଳିତ

ସମ୍ବଲପୁର :ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ କଚେରିଛକ ପାଖ ମୁଖ୍ୟ ସଡ଼କ ଠାରେ ଆଜି ୭୪ତମ ସ୍ୱାଧୀନତା ଦିବସ ଉତ୍ସବ ପାଳିତ ହୋଇଯାଇଛି । ନିର୍ଦ୍ଧାରିତ ସମୟ ରେ ଉତ୍ତରାଂଚଳ ରାଜସ୍ୱ ଆୟୁକ୍ତ ଅଭିରାମ ସାହୁ ମୁଖ୍ୟ ଅତିଥି ରୂପେ ସାମିଲ ହୋଇ ଜାତୀୟ ପତାକା ତିରଙ୍ଗା ଉତ୍ତୋଳନ
Read More...

କଟକଣା ମଧ୍ୟରେ ପାଳନ ହେଲା ୭୪ତମ ସ୍ବାଧିନତା ଦିବସ

ବାଲିଗୁଡ଼ା: କଟକଣା ଓ ସାମାଜିକ ଦୂରତା ମଧ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଉତ୍ସବ କମିଟି ପକ୍ଷରୁ ୭୪ତମ ସ୍ବାଧିନତା ଦିବସ ପାଳନ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବାସହ ଅଭିବାଦନ ଗ୍ରହଣ କରିଥିଲେ । ମହାମାରୀ
Read More...

ଷ୍ଟେଟ ବ୍ୟାଙ୍କର ଦୁଇଟି ଶାଖା ଓ ୨୮ଟି ଜିଲ୍ଲାରେ ସେଲ୍ସ ହବ୍‌ ଉଦଘାଟିତ: ମିଶନ ଶକ୍ତିର ମାମାନଙ୍କୁ ବିନା ସୁଧରେ ଋଣ…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସ ଜରିଆରେ ଭୁବନେଶ୍ୱର ଓ କଟକରେ ଷ୍ଟେଟବ୍ୟାଙ୍କ ଅଫ୍‌ ଇଣ୍ଡିଆର ଦୁଇଟି ନୂତନ ଶାଖା ସହିତ ୨୮ ଜିଲ୍ଲାରେ ୨୮ଟି ଡିଷ୍ଟ୍ରିକ୍ଟ ସେଲ୍ସ ହବ୍‌ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ
Read More...

ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ପ୍ରସଙ୍ଗ, ଦ୍ୱନ୍ଦ୍ୱରେ ଶିକ୍ଷକ ଶିକ୍ଷୟତ୍ରୀ

ବୌଦ୍ଧ,୧୪/୮ - କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ ବିଦ୍ୟାଳୟ ମାନଙ୍କରେ ବିନା ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ସ୍ୱାଧୀନତା ଦିବସ ପାଳନ କରାଯିବ । ଏ ସମ୍ପର୍କରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାର୍ଗଦର୍ଶିକା ଜାରି କରିଛି । ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ
Read More...

ସିଆଇଏସଏଫ ଡେପୁଟି କମାଣ୍ଡାଣ୍ଟ ସୁନୀଲ ମିଶ୍ର ପାଇବେ ରାଷ୍ଟ୍ରପତିଙ୍କ ପୋଲିସ୍‌ ମେଡାଲ୍‌

ବୌଦ୍ଧ,୧୪/୮ - ୭୪ ତମ ସ୍ୱାଧୀନତା ଦିବସ ଅବସରରେ ବିଶିଷ୍ଟ ସେବା ପାଇଁ ସିଆଇଏସଏଫ ଡେପୁଟି କମାଣ୍ଡାଣ୍ଟ ସୁନୀଲ କୁମାର ମିଶ୍ରଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ସହିତ ସମ୍ମାନିତ କରାଯିବ । ଶ୍ରୀ ମିଶ୍ର ଜଣେ ମ୍ୟାନେଜମେଣ୍ଟ ପୋଷ୍ଟ ଗ୍ରାଜୁଏଟ୍‌, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳର ୧୯୮୪-ବ୍ୟାଚ୍‌
Read More...

ଅନ୍ତରଙ୍ଗ ଯୁବ ମହାସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳନ

ଫୁଲବାଣୀ,୧୪/୮- ଆନ୍ତର୍ଜାତୀୟ ଦିବସ ପାଳନ ଅବସରରେ ଘୁ.ଉଦୟଗିରି ବ୍ଲକ, ରଟିଙ୍ଗିଆ ଗ୍ରାମପଞ୍ଚାୟତର ଅନ୍ତରଙ୍ଗ ଯୁବ ମହାସଂଘ ଆଜି ଏକତ୍ରିତ ହୋଇ କରୋନା ମହାମାରୀର ସତର୍କର ବାର୍ତ୍ତା ବାଣ୍ଟିବା ସହିତ ଶିଶୁ ଶିକ୍ଷାକୁ ଉତ୍ସାହିତ କରିବା ପାଇଁ ଗାଁ ଗାଁରେ ସଚେତନତା କରାଯାଇଛି। ଏହା ସହିତ
Read More...

ସ୍ୱାଧୀନତା ଦିବସ ପାଇଁ କଡ଼ା ସୁରକ୍ଷା

ନୂଆଦିଲ୍ଲୀ : ଚଳିତ ବର୍ଷ ବିଗତ ବର୍ଷଗୁଡ଼ିକ ତୁଳନାରେ ଏକ ସମ୍ପୂର୍ଣ୍ଣ ଭିନ୍ନ ପରିସ୍ଥିତିରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି । କରୋନା ମହାମାରୀ କାରଣରୁ ଏଥର କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଓ ଭିଡ଼ମୁକ୍ତ କରାଯାଇଛି । କାର୍ଯ୍ୟକ୍ରମ ସମୟରେ କରୋନାର ସବୁ ନିୟମକୁ ପାଳନ
Read More...

କୋର୍ଟ ଅବମାନନା ମାମଲା:ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ : କୋର୍ଟ ଅବମାନନା ମାମଲାରେ ସୁପ୍ରିମ୍‌କୋର୍ଟ ଶୁକ୍ରବାର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆକ୍ଷେପମୂଳକ ଟ୍ୱିଟ୍‌ ମାମଲାରେ ନିଜଆଡୁ ମାମଲା ଗ୍ରହଣ କରି କୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ମାମଲାରେ ତାଙ୍କୁ କି
Read More...

୨୫ ଲକ୍ଷ ମୁହାଁ କରୋନା ସଂକ୍ରମଣ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଏବେ ୨୪ ଲକ୍ଷ ୬୧ ହଜାର ୧୯୦ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୬୪ ହଜାର ୫୫୩ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧,୦୦୭ଜଣ ପ୍ରାଣ ହରାଇଛନ୍ତି । ଏଥିସହିତ ମୋଟ ମୃତ୍ୟୁସଂଖ୍ୟା ୪୮ ହଜାର ୪୦ରେ ପହଞ୍ଚିଛି । ସେହିପରି, ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୭
Read More...