କୋଠାବାଡି ନିର୍ମାଣ ନିୟମରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର

ଭୁବନେଶ୍ୱର : କୋଠାବାଡି ନିର୍ମାଣ ନିୟମରେ ରାଜ୍ୟ ସରକାର ପରିବର୍ତ୍ତନ ଆଣିଛନ୍ତି । ଏହି ପରିପ୍ରେକ୍ଷୀରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ୨୦୨୦ ଓଡିଶା ଉନ୍ନୟନ ଯୋଜନା ଓ ନିର୍ମାଣ ମାନକ ନିୟମ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ବହୁତଳ ଅଟ୍ଟଳିକା ନିର୍ମାଣ ପାଇଁ
Read More...

କିଡନୀ ରୋଗରେ ପୀଡିତ ଦମ୍ପତିଙ୍କ ଅର୍ଥାଭାବରୁ ହୋଇପାରୁନି ଚିକିତ୍ସା

ବୌଦ୍ଧ: ହରଭଙ୍ଗା ବ୍ଲକ ଭେଜିଗୋରା ଗ୍ରାମର ବଳଭଦ୍ର ସେଠୀ ଓ ସ୍ତ୍ରୀ ସମ୍ବାରି ସେଠୀ ଉଭୟ ଦମ୍ପତି କିଡନୀ ରୋଗରେ ପୀଡିତ । ବଳଭଦ୍ରଙ୍କ କହିବା ଅନୁଯାୟୀ ଦୀର୍ଘ ୨ ବର୍ଷ ହେଲା ଉଭୟ ସ୍ୱାମୀ ସ୍ତ୍ରୀ କିଡନୀ ରୋଗରେ ପୀଡିତ ହୋଇ ଯନ୍ତ୍ରଣା ରେ ଛଟପଟ ହେଉଥିବା ବେଳେ ,ଅର୍ଥାଭାବରୁ ତାଙ୍କର
Read More...

ବେଣୁଗୋପାଳ ଓ ବିରଞ୍ଚିଙ୍କୁ ରାଷ୍ଟ୍ରପତି ପଦକ,୧୨ଜଣଙ୍କୁ ପୁଲିସ ପଦକ

ଭୁବନେଶ୍ୱର : ଆସନ୍ତାକାଲି ଦେଶର ଜାତୀୟ ପର୍ବ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ରାଜ୍ୟର ୧୪ଜଣ ପୁଲିସଙ୍କୁ ପଦକ ପ୍ରଦାନ ନେଇ ଘୋଷଣା କରିଛନ୍ତି । ଏଥିରୁ ବିଶିଷ୍ଟ ସେବା ପାଇଁ ଭିଜିଲାନ୍ସ ଡିଏସପି କେ.ବେଣୁଗୋପାଳ ଆଚାର୍ଯ୍ୟଙ୍କୁ ରାଷ୍ଟ୍ରପତି ପଦକ ପାଇଁ
Read More...

ଅଷ୍ଟ୍ରେଲିଆ-ଇଂଲଣ୍ଡ ଦିନିକିଆ ତାରିଖ ଘୋଷଣା

ଲଣ୍ଡନ: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦିନିକିଆ ଓ ଟି-୨୦ ସିରିଜ୍‌ ପାଇଁ ତାରିଖ ଘୋଷଣା କରାଯାଇଛି । ଜୁଲାଇରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାର ଥିଲା । କିନ୍ତୁ କରୋନା ସଂକ୍ରମଣ ଓ ଲକ୍‌ଡାଉନ୍‌ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ ସ୍ଥିତି ସୁଧୁରୁ
Read More...

୬୧୫ ହଜାର ଡଲାରରେ ବିକ୍ରିହେଲା ଜୋଡର଼୍ାନଙ୍କ ଯୋତା

ନ୍ୟୁୟର୍କ: ଜଣାଶୁଣା ବାସ୍କେଟବଲ ତାରକା ମାଇକେଲ୍‌ ଜୋଡର଼୍ାନଙ୍କର ଏକ ହଳ ଯୋତା ରେକଡର଼୍ ୬୧୫ ହଜାର ଡଲାରରେ ବିକ୍ରି ହୋଇଛି । ଏହା ପୂର୍ବରୁ ଆଉଜଣେ ଖେଳାଳିଙ୍କର ଯୋତା ମଧ୍ୟ ଯଥେଷ୍ଟ ଅଧିକ ମୂଲ୍ୟରେ ନିଲାମ ହୋଇଥିଲା । ତେବେ ଯୋଡର଼୍ାନଙ୍କ ଯୋତା ସେହି ରେକଡର଼୍କୁ ଅତିକ୍ରମ କରିଛି । ଏହି
Read More...

ଆଇପିଏଲ୍‌-୨୦ ଯଥେଷ୍ଟ ସୁରକ୍ଷିତ ଓ ଦୁର୍ନୀତିମୁକ୍ତ ରହିବ

ଲଣ୍ଡନ: ଚଳିତ ବର୍ଷର ଆଇପିଏଲ୍‌ ତୁଳନାତ୍ମକ ଭାବେ ଅଧିକ ସୁରକ୍ଷିତ ଓ ଦୁର୍ନୀତିମୁକ୍ତ ରହିବ । କାରଣ ବିସିସିଆଇର ଦୁର୍ନୀତି ନିବାରଣ ବିଭାଗ ଏ ଦିଗରେ ସବୁ ପ୍ରକାର ଯତ୍ନ ନେଉଛି । ବୋଡର଼୍ର ଦୁର୍ନୀତି ନିବାରଣ ବିଭାଗ ମୁଖ୍ୟ ଅଜିତ୍‌ ସିଂ ଶୁକ୍ରବାର ଏହି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ସେ
Read More...

ହରଭଙ୍ଗାରେ ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ହରଭଙ୍ଗା: ହରଭଙ୍ଗା ୟୁଥ୍ କ୍ଲବଠାରେ ଓଡିଶା ମୋ ପରିବାର ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ । ସ୍ୱେଚ୍ଛାକୃତ ଭାବେ ୫୩ଜଣ ରକ୍ତଦାନ
Read More...

ଗଜପତିରେ ପୁଣି ୯୩ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୯୩ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀରୁ ୭ ଜଣ, ଗୁମ୍ମା ବ୍ଳକରୁ ୯ଜଣ, ପାରଳାପୌର ପରିଷଦରୁ ୩୯ ଜଣ, କାଶୀନଗର ବ୍ଳକରୁ ୨୫, ଆର ଉଦୟଗିରି ବ୍ଲକରୁ ୧୧ ଜଣ, ମୋହନା ବ୍ଳକରୁ ୩ ଜଣ ଚିହ୍ନଟ
Read More...

“ଜୀବନ ବିନ୍ଦୁ’ର ପଞ୍ଚମ ଦିବସରେ ୭୦ ୟୁନିଟ ରକ୍ତ ସଂଗ୍ରହିତ

ସମ୍ବଲପୁର,:ଓଡିଶା "ମୋ ପରିବାର" ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ସମ୍ବଲପୁର ଅଇଁଠାପାଲି ଛକ ନିକଟସ୍ଥ କାଇଁଶିର ରୋଡ଼ ସ୍ଥିତ ବିଜେଡି ଜିଲ୍ଲା କାର୍ଯ୍ୟାଳୟରେ କ୍ରମାଗତ ଭାବେ ପଞ୍ଚମ ଦିନ ପାଇଁ ରକ୍ତଦାନ ଶିବିର ସଫଳ ଭାବେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେଡି
Read More...

ସମ୍ବଲପୁରରେ ପୁଣି ଫୁଟିଲା ସହସ୍ରଦଳ ପଦ୍ମଫୁଲ

ସମ୍ବଲପୁର :ସମ୍ବଲପୁରରେ ପୁଣି ଥରେ ସହସ୍ରଦଳ ପଦ୍ମଫୁଲ ଫୁଟାଇବାରେ ଜଣେ ସ୍ଥାନୀୟ ଉଦ୍ୟମୀ ସଫଳ ହୋଇଛନ୍ତି । ଏଥର ଏହି ଶ୍ରେୟର ଅଧିକାରୀ ହେଲେ ସ୍ଥାନୀୟ ପ୍ରଧାନପଡା ନିବାସୀ ସାର୍ଥକ ପଣ୍ଡା । ସେ ନିଜ ଉଦ୍ୟମ ବଳରେ ତାଙ୍କ "ଇକୋ ନର୍ସରୀ'ରେ ଏହାକୁ ଫୁଟାଇବାରେ ସଫଳତା ହାସଲ କରିଛନ୍ତି ।
Read More...