ଓଡ଼ିଆ ଆଲବମ ଜଗତର ଲୋକପ୍ରିୟ ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ
ଭୁବନେଶ୍ୱର,୨୭/୭- ଓଡ଼ିଆ ଆଲବମ ଜଗତର ଲୋକପ୍ରିୟ ଅଭିନେତ୍ରୀ ଦୀପା ସାହୁ ( ୩୨ )ବର୍ଷ ବୟସରେ ଆଜି ଦେହାନ୍ତ ହୋଇଯାଇଛି । କର୍କଟ ରୋଗରେ ପୀଡିତ ହୋଇ ଗତ ଛଅ ମାସ ଧରି ଚିକିତ୍ସାଧୀନ ଥିଲେ । ଆଜି ଅପରାହ୍ନରେ ସ୍ପର୍ଶ ହସ୍ପିଟାଲରେ ଆଖି ବୁଜିଦେଇଛନ୍ତି । ଓଡ଼ିଆ ଆଲବମ ଜଗତରେ ସେ ତିନି ଶହରୁ!-->…
Read More...
Read More...