କରୋନା ସଙ୍କଟରେ ସାହାଯ୍ୟ ପାଇଁ ଆଇଏଏସ ଅଧିକାରୀ ଚଞ୍ଚଳ ରଣାଙ୍କ ନିଯୁକ୍ତି

ସମ୍ବଲପୁର, ୨୪/୭- ବର୍ତ୍ତମାନ ସମ୍ବଲପୁରରେ କରୋନା ସଙ୍କଟ ଘନେଇବା ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ କରିବା ପାଇଁ ଆଇଏଏସ ଚଞ୍ଚଳ ରଣାଙ୍କୁ ପଠାଯାଇଛି । ବିଗତ ପ୍ରାୟ ଏକ ସପ୍ତାହ ଭିତରେ ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣ ବିକଟାଳ ରୂପ ଆଡ଼କୁ ଗତି କରୁଛି । ଆଜିକାର ଘୋଷିତ
Read More...

କରୋନା ସଙ୍କଟରେ ସାହାଯ୍ୟ ପାଇଁ ଆଇଏଏସ ଅଧିକାରୀ ଚଞ୍ଚଳ ରଣାଙ୍କ ନିଯୁକ୍ତି

ସମ୍ବଲପୁର, ୨୪/୭- ବର୍ତ୍ତମାନ ସମ୍ବଲପୁରରେ କରୋନା ସଙ୍କଟ ଘନେଇବା ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ କରିବା ପାଇଁ ଆଇଏଏସ ଚଞ୍ଚଳ ରଣାଙ୍କୁ ପଠାଯାଇଛି । ବିଗତ ପ୍ରାୟ ଏକ ସପ୍ତାହ ଭିତରେ ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣ ବିକଟାଳ ରୂପ ଆଡ଼କୁ ଗତି କରୁଛି । ଆଜିକାର ଘୋଷିତ
Read More...

ଦିନିକିଆ କନ୍ଧମାଳ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ

ଫୁଲବାଣୀ: ପୋଲିସ ସର୍ଚ୍ଚ ଫାଇରିଙ୍ଗରେ ୨ମାଓବାଦୀ ନିହତ ହୋଇଥିବା ଘଟଣାକୁ ସମୀକ୍ଷା କରିବା ପାଇଁ ଏକ ଦିନିଆ କନ୍ଧମାଳ ଗ୍ରସ୍ଥରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ।ପ୍ରଥମେ ଫୁଲବାଣୀ ସ୍ଥିତ ଏସପି କାର୍ଯ୍ୟାଳୟକୁ ଆସି କନ୍ଧମାଳ ଏସପି ଓ ସମସ୍ତ ଟିମକୁ ବଧାଇ ଜଣାଇଥିଲେ ।ସମସ୍ତ ମାଓବାଦୀଙ୍କୁ
Read More...

ପୋଲସରା ବିଧାୟକଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟର ଆଉ ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି । ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ଶ୍ରୀକାନ୍ତଙ୍କୁ ମିଶାଇ ରାଜ୍ୟରେ ପୂର୍ବରୁ ୪ଜଣ
Read More...

କରୋନା ସ୍ଥିତି ଅତି ସାଙ୍ଘାତିକ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣରେ ଏବେ ପ୍ରତିଦିନ ନୂଆ ରେକଡର଼୍ ସୃଷ୍ଟି ହେଉଛି । ଗତ ୨୪ ଘଣ୍ଟାରେ ରେକଡର଼୍ ୪୯ ହଜାର ୩୧୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ଆଉ ୭୪୦ ଜଣ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର
Read More...

ରାଜସ୍ଥାନ ସରକାରଙ୍କୁ ଝଟ୍କା ପରେ ଝଟ୍କା

ଜୟପୁର : ରାଜସ୍ଥାନରେ ରାଜନୈତିକ ସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି । ରାଜନୈତିକ ଛକାପଞ୍ଝାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କୁ ଝଟ୍କା ପରେ ଝଟ୍କା ଲାଗିଥିବା ବେଳେ ବିଦ୍ରୋହୀ ନେତା ସଚିନ୍ ପାଇଲଟଙ୍କୁ ଆହୁରି ଆଶ୍ୱସ୍ତି ମିଳିଛି । ସଚିନ୍ ଓ ତାଙ୍କର
Read More...

ବୌଦ୍ଧର ସବୁ ସରକାରୀ କାର୍ଯ୍ୟାଳୟ ହେଲା ସଟ ଡାଉନ୍

ବୌଦ୍ଧ -ଆଜିଠାରୁ ସ୍ବାସ୍ଥ୍ୟ ବିଭାଗ ଓ ପୋଲିସ୍ ବିଭାଗର କାର୍ଯ୍ୟାଳୟକୁ ଛାଡି ଜିଲ୍ଲାର ଆଉ ସରକାରୀ ବିଭାଗର କାର୍ଯ୍ୟାଳୟକୁ ଜିଲ୍ଲାପାଳ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଟ ଡାଉନ୍ ଘୋଷଣା କରିଛନ୍ତି | ଆଜି ଅପରାହ୍ନ 2 ଘଣ୍ଟାରୁ ସଟ ଡାଉନ୍ ଲାଗୁ ହୋଇଥିବା ଜଣାପଡିଛି l ସମସ୍ତ ସରକାରୀ
Read More...

ନୂଆ ନୂଆ ଅଂଚଳକୁ ଡେଉଛି କରୋନା, HDFC ବ୍ୟାଙ୍କରେ ତାଲା

ବଲାଙ୍ଗୀର :( ସମଗ୍ର ଦେଶ ଓ ରାଜ୍ୟରେ ପ୍ରତିଦିନ ରେକର୍ଡ଼ ସଂଖ୍ୟକ ଲୋକ କରୋନା ସଂକ୍ରମଣ ଶିକାର ହେଉଛନ୍ତି। କିନ୍ତୁ ବଲାଙ୍ଗୀର ଜିଲ୍ଲାରେ ଧୀର ମନ୍ଥର ଗତିରେ ନୂଆ ନୂଆ ଅଞ୍ଚଳରେ କାୟା ବିସ୍ତାର କରୁଛି।ଆଜି ଚିହ୍ନଟ 6 ମଧ୍ୟରୁ 4ଜଣ ପୌରପରିଷଦ ଅନ୍ତର୍ଗତ ବେହେରାପାଲି, ବରପାଲି ପଡା,ମାଲପଡ଼ା ଓ
Read More...

ଆଇ. ଆର.ବି. କ୍ୟାମ୍ପସ ଓ ବଢିଗା କଣ୍ଟେନମେଣ୍ଟ ଜୋନ ଘୋଷିତ

ବୌଦ୍ଧ -ସରକାର ଦେଇଥିବା ଜିଲ୍ଲାପାଳ କ୍ଷମତା ବଳରେ ବଢିଗା ସରପଞ୍ଚ ଶ୍ରୀମତୀ ଅଞ୍ଜଳି ସେଠୀ ବଢିଗା ଛକ ଓ ଗାଆଁକୁ ଆଜି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି | ସେହିପରି ବଲାସିଙ୍ଗା ଠାରେ ଥିବା ଆଇ. ଆର. ବି. ପଞ୍ଚମ ବାଟାଲିୟନ କ୍ୟାମ୍ପସ ପରିସର ଓ ତତସଂଲଗ୍ନ 500 ମିଟର୍ ଅଞ୍ଚଳକୁ
Read More...

କିରାସିରା, ରକ୍ସା ଓ ଖଇରମାଲ୍ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ

ବୌଦ୍ଧ -କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବୌଦ୍ଧ ବ୍ଲକ୍ ରକ୍ସା ଗ୍ରାମ ପଂଚାୟତର କିରାସିରା ( ହାଟପଦା ), ରକ୍ସା ଗ୍ରାମ ଓ ତତସଂଲଗ୍ନ ଖଇରମାଲ୍ ଗ୍ରାମ ଠାରୁ 500 ମିଟର୍ ଦୂରତା ପର୍ଯ୍ୟନ୍ତ ଅଞ୍ଚଳକୁ ସରପଞ୍ଚ ଜଗ୍ନେଏଶ୍ବରୀ ମଲ୍ଲିକ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି | ଏ ସମସ୍ତ
Read More...