ରଙ୍ଗ ଦେବାବେଳେ ଅଘଟଣ, ୧ ମୃତ

କନ୍ଧମାଳ : କରୋନା ନିୟମକୁ ଅବମାନନା କରି ଘରେ ରଙ୍ଗ ମାରୁଥିଲେ । କନ୍ଧମାଳ ଜିଲ୍ଲାପାଳ ଫୁଲବାଣୀ ସହରକୁ ସଟଡାଉନ ଘୋଷଣା କରିଛନ୍ତି । ଏପରିକି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ଏହାକୁ ଅବମାନନା କରି ଘର ମାଲିକ କିପରି ରଙ୍ଗ ମରାଉଥିଲେ ବୋଲି ସ୍ଥାନୀୟ ଲୋକମାନେ କଥା ବାର୍ତା
Read More...

ଗଜପତି ଜିଲ୍ଲାରେ ନୂତନ ଆରକ୍ଷୀ ଅଧିକ୍ଷକଙ୍କ ଭାବେ ତପନ କୁମାର ଦାୟିତ୍ୱ ଗ୍ରହଣ କଲେ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ତପନ କୁମାର ପଟ୍ଟନାୟକ ଆଜି ସକାଳ୧୧.୩୦ ସମୟରେ ଜିଲ୍ଲା ଏସପି କାର୍ଯ୍ୟାଳୟ ରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ଏସପି ସାରା ଶର୍ମା ଏଠାରୁ ବଦଳି ହୋଇ ଦୁର୍ନୀତି ନିବାରଣ ବିଭାଗ କାର୍ଯ୍ୟାଳୟକୁ ବଦଳି ହୋଇଯିବା ପରେ ସେ
Read More...

ଅନ୍ତୋଦୟ ଚାଉଳ ହଡପ ଅଭିଯୋଗ

ବୌଦ୍ଧ - ବୌଦ୍ଧ ବ୍ଲକ୍ ବହିରା ଗ୍ରାମ ପଂଚାୟତରେ ହିତାଧିକାରୀ ମାନଙ୍କ ଖାଉଟି ସାମଗ୍ରୀ ହଡପ ହେଉଥିବା ଅଭିଯୋଗ ହୋଇଛି । ବଡ଼ ଝାରକଟା ଗ୍ରାମର ଜଣେ ଅନ୍ତୋଦୟ ହିତାଧିକାରୀ ଏ ସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ
Read More...

ଗଜପତିରେ ପୁଣି ୨୫ କରୋନା ପଜିଟିଭ ଚିହ୍ନଟ

ଗଜପତିରେ ପୁଣି ୨୫ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ପାରଳା ପୌରପରିଷଦରୁ ୨୦ଜଣ, ରାୟଗଡ ବ୍ଳକରୁ ୩ ଜଣ କାଶୀନଗର ବ୍ଲକରୁ ଜଣେ ଓ ଆର ଉଦୟଗିରି ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ପଜିଟିଭ
Read More...

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ… ବସିଲା ପଦ୍ମନପୁର ସୋମବାର ବଜାର

ଜହ୍ନାପଙ୍କ : ଦେଶ ତଥା ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାରେ ମଧ୍ୟ ସଂକ୍ରମଣ ସଂଖ୍ୟା ବଢ଼ିଚାଲିଛି । ସେହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାପାଳ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ନିୟମ କଡ଼ାକଡ଼ି କରିବା ସହିତ ବୌଦ୍ଧ ଜିଲ୍ଲାକୁ ଅପରାହ୍ନ
Read More...

ସୁବର୍ଣ୍ଣପୁର :ସହରକୁ ଛୁଇଁଲା ସଂକ୍ରମଣ, ମାଣିକେଶ୍ୱରୀ ପ୍ଲଟ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌

ସୋନପୁର : ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗତକାଲି ସୋନପୁର ସହରକୁ କରୋନା ଛୁଇଁଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସହରରେ ଅଧିକ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ
Read More...

ସଟଡାଉନ ପୂର୍ବସଂଧ୍ୟାରେ ବଜାର ଲୋକାରଣ୍ୟ: ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମକୁ ଫୁ..

ସମ୍ବଲପୁର : ଗତ କିଛି ଦିନ ଭିତରେ ସମ୍ବଲପୁର ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧିକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଜୁଲାଇ ୨୨ରୁ ୩୧ ଯାଏଁ ଦୁଇଟି ପର୍ଯ୍ୟାୟରେ ସଟଡାଉନ ଘୋଷଣାକୁ ଏଠାରେ ସର୍ବତ୍ର ସ୍ୱାଗତ କରାଯାଉଛି । ଏଥିପାଇଁ କିନ୍ତୁ କିଛି ପ୍ରସ୍ତୁତି କରା ନ ଯାଇ ହଠାତ
Read More...

ଆଜିଠାରୁ ସମ୍ବଲପୁର ଜିଲ୍ଲାରେ ୧୦ଦିନିଆ ସଟଡାଉନ : ସହରସାରା ଶୂନଶାନ, ଚାଲିଛି ନିର୍ମାଣ କାମ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନାଙ୍କ ନିଷ୍ପତ୍ତି ଅନୁସାରେ ସମଗ୍ର ଜିଲ୍ଲାରେ ଆଜିଠାରୁ ୩୧ଜୁଲାଇ ପର୍ଯ୍ୟନ୍ତ ୧୦ଦିନିଆ ସଟଡାଉନ ଆରମ୍ଭ ହୋଇଯାଇଛି ଓ ଜନସାଧାରଣଙ୍କ ପକ୍ଷରୁ ଏଥିପାଇଁ ବିପୁଳ ସମର୍ଥନ ଦେଖା ଦେଇଛି । ଆଜି ସକାଳୁ କିଛି କିଛି ସ୍ଥାନରେ ପ୍ୟାକେଟ କ୍ଷୀର ବିକ୍ରୀ
Read More...

ଢେଙ୍କାନାଳ କଲେଜ୍ ସ୍ୱୟଂ ଶାସିତ ମାନ୍ୟତା ୨୦୨୩ ପର୍ଯ୍ୟନ୍ତ ରହିଲା

ଢେଙ୍କାନାଳ: ଢେଙ୍କାନାଳ କଲେଜ୍ର ସ୍ୱୟଂ ଶାସିତ ମାନ୍ୟତା ୨୦୨୩ ପର୍ଯ୍ୟନ୍ତ ରହିଥିବାର ଏକ ଚିଠି ୟୁଜିସି ତରଫରୁ ଢେଙ୍କାନାଳ କଲେଜ୍କୁ ଆସିଥିବାରୁ ଢେଙ୍କାନାଳ ଜନସାଧାରଣ ଓ ଢେଙ୍କାନାଳ କଲେଜ ଛାତ୍ରଛାତ୍ରୀଙ୍କ ଭିତରେ ଆନନ୍ଦର ଲହରି ଖେଳିଯାଇଛି । ଏହି କିଛିଦିନ ତଳେ କଲେଜ୍ର ସ୍ୱୟଂ ଶାସିତ
Read More...

ବୌଦ୍ଧ : ଦୁଇ ଦିନର ବିରାମ ପରେ ପୁଣି ୩ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୨୨/୭ - ଗତ କିଛି ଦିନ ହେଲା ପ୍ରତିଦିନ ବୌଦ୍ଧ ଜିଲ୍ଲାରେ କରୋନା ପଜିଟିଭ ବାହାରୁଥିବା ବେଳେ ଦୁଇ ଦିନ ଏଥିରେ ଟିକିଏ ବିରାମ ଲାଗିଥିଲା । ଆଜି ପୁଣି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ପଜିଟିଭ ସଂଖ୍ୟା ୮୦ ରେ ପହଞ୍ଚିଲା । ବୌଦ୍ଧ ସହର ଓ ପାଖାପାଖି ଅଂଚଳରେ
Read More...