ରେକର୍ଡ : ୨୪ ଘଣ୍ଟାରେ ୧୦୭୮ ପଜିଟିଭ ଚିହ୍ନଟ, ପୁଣି ୫ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର: ରାଜ୍ୟରେ ଦିନକୁ କରୋନା ବେକାବୁ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୧୦୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୮୩୫ରେ ପହଞ୍ଚିଛି । ସେହିପରି ଏହି ବିଶ୍ୱମହାମାରୀ କରୋନାରେ ଏହି ସମୟ ମଧ୍ୟରେ!-->…
Read More...
Read More...