ବୌଦ୍ଧ : ୩ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଲେ ସିଡିଏମଓ
ବୌଦ୍ଧ,୨/୭ - ଆଜି ବୌଦ୍ଧଜିଲ୍ଲାରେ ଯେଉଁ ୩ ଜଣଙ୍କ ଦେହରେ କରୋନା ପଜିଟିଭ ବାହାରିଛି ସେମାନଙ୍କ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥ୍ୟ ପ୍ରଦାନ କରିଛନ୍ତି । ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ଆକ୍ରାନ୍ତ ଥିବା ଜଣାପଡିଛି । ଉଭୟ ମହିଳା ଅନ୍ୟ ରାଜ୍ୟରୁ!-->…
Read More...
Read More...