ଦାରିଙ୍ଗବାଡ଼ି ରେ ଶିଶୁ ବିକାଶ ଯୋଜନା ଫେଲ ! ଅପପୁଷ୍ଟି ର ଶିକାର ହେଉଛନ୍ତି ଦୁର୍ଗମ ସୋନପୁର ଅଞ୍ଚଳ ର ଶିଶୁ ବିଭାଗ…

ଦାରିଙ୍ଗବାଡ଼ି ୨୯/୬: ରାଜ୍ୟ ସରକାର ରାଜ୍ୟ ବାସୀଙ୍କ ପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା କରିଛନ୍ତି l ସରକାର କରିଥିବା ମାଳମାଳ ଯୋଜନା ଦ୍ୱାରା ରାଜ୍ୟରେ ଥିବା ଗରୀବ ଲୋକମାନେ ଯେପରି ଉପକୃତ ହୋଇପାରିବେ କିନ୍ତୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି
Read More...

ଦାରିଙ୍ଗବାଡ଼ି ରେ ଶିଶୁ ବିକାଶ ଯୋଜନା ଫେଲ !

ଅପପୁଷ୍ଟି ର ଶିକାର ହେଉଛନ୍ତି ଦୁର୍ଗମ ସୋନପୁର ଅଞ୍ଚଳ ର ଶିଶୁ ବିଭାଗ ପାଖରେ ଖବର ନାହିଁ ଦାରିଙ୍ଗବାଡ଼ି ୨୯/୬: ରାଜ୍ୟ ସରକାର ରାଜ୍ୟ ବାସୀଙ୍କ ପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା କରିଛନ୍ତି l ସରକାର କରିଥିବା ମାଳମାଳ ଯୋଜନା ଦ୍ୱାରା ରାଜ୍ୟରେ ଥିବା ଗରୀବ
Read More...

ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ବାଇକ ଦୁର୍ଘଟଣା, ଯୁବକ ମୃତ

ବୌଦ୍ଧ : ଗତ ବିଳମ୍ବିତ ରାତିରେ ବଉଦ ସହର ବାପୁଜୀ ନଗର ନିକଟରେ ରାସ୍ତା ପାର୍ଶ୍ବ ଏକ ବିଦ୍ୟୁତ ଖମ୍ବକୁ ବାଇକ ଧକ୍କା ଦେବାରୁ ବାଇକ ଆରୋହୀ ମୃତ୍ୟୁବରଣ କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ବିଦ୍ୟୁତ୍ ବିଭାଗରେ କାମ କରୁଥିବା ବୌଦ୍ଧ ଥାନା ତେଲିବନ୍ଧ ଗ୍ରାମ ପଂଚାୟତର କାଶଲପୁର୍
Read More...

ଯୋଡା : ଖଣି କାର୍ଯ୍ୟ ଶୁଭାରମ୍ଭ କଲା ଜେଏସ୍‌ଡବ୍ଲୁ

ଯୋଡା, ୨୮- ୬ - ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଖଣି ଲିଜ୍ ଅବଧି ସରିଥିବା ୧୯ଟି ଖଣିର ସରକାର ନିଲାମ ପ୍ରକ୍ରିୟା ଶେଷ କରିଛନ୍ତି । ଏଥିରେ ନୂତନ ଖଣି ଲିଜ୍ ଧାରୀମାନେ ସେମାନଙ୍କ ଖଣି କାର୍ଯ୍ୟ ଶୁଭାରମ୍ଭ କରିଥିବା ଜଣାପଡିଛି । ପ୍ରଥମ ଥର ପାଇଁ ଜିନ୍ଦଲ ସାଉଥ ୱେଷ୍ଟ
Read More...

ବିଜେପି ଯୁବ ମୋର୍ଚ୍ଚାର ଯୁବ ସମ୍ବାଦ ରାଲି

ବୌଦ୍ଧ - ଭାରତୀୟ ଜନତା ଯୁବମୋର୍ଚାର ରାଜ୍ୟସ୍ତରୀୟ ଯୁବ ସାମ୍ବାଦ ରାଲି କାର୍ଯ୍ୟକ୍ରମ କଣ୍ଟାମାଲ ନିର୍ବାଚନ ମଣ୍ଡଳୀର ଶୁଣ୍ଢିପଦର ପଂଚାୟତ ଅନ୍ତର୍ଗତ ଧୁଙ୍ଗିଆପଦର ଗ୍ରାମରେ ଯୁବନେତା ଓମ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଥିଲା । ଶତାଧିକ ଯୁବକ ଏହି କାର୍ଯ୍ୟକ୍ରମରେ ସୋସିଆଲ
Read More...

ଭୁବନେଶ୍ୱରରେ ପୁଣି ଆଉ ୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୨୮/୬: ରାଜଧାନୀ ଭୁବନେଶ୍ୱରରେ କରୋନା ମହାମାରୀର କରାଳରୂପ ଦିନକୁଦିନ ଭୟାନକ ରୂପ ନେଇଛି । ଆଜି ଆଉ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣ ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୩ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମସି ପକ୍ଷରୁ ସୂଚନା
Read More...

ପୂର୍ବ ରେକଡର଼୍ ଭାଙ୍ଗିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ପ୍ରତିଦିନ ନୂଆ ରେକଡର଼୍ ସୃଷ୍ଟି କରୁଛି । ପ୍ରତିଦିନ ଏହା ଅତୀତର ଦୈନିକ ସଂକ୍ରମଣ ରେକଡର଼୍କୁ ଅତିକ୍ରମ କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକଡର଼୍ ୧୯ ହଜାର ୯୦୬ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୨୮
Read More...

ସୀମା ସୁରକ୍ଷାରେ ସାଲିସ୍ର ପ୍ରଶ୍ନ ଉଠୁନି :ମୋଦି

ନୂଆଦିଲ୍ଲୀ : କୌଣସି ପରିସ୍ଥିତିରେ ବି ଭାରତ ସୀମା ସୁରକ୍ଷା କ୍ଷେତ୍ରରେ କିମ୍ବା ଅଖଣ୍ଡତା ସହିତ କେବେବି କୌଣସି ପରିସ୍ଥିତିରେ ସାଲିସ୍ କରିବ ନାହିଁ । ଭାରତକୁ ଯେଉଁମାନେ ନାଲି ଆଖି ଦେଖାଇଛନ୍ତି ଆମ ଯବାନ୍ମାନେ ସେମାନଙ୍କୁ ଉଚିତ୍ ଜବାବ ଦେଇଛନ୍ତି । ଲଦାଖରେ ମଧ୍ୟ ଯବାନ୍ମାନେ ଉତ୍ପାତ୍ତ
Read More...

ଆୟକର ନିୟମରେ ପରିବର୍ତ୍ତନ: ଭତ୍ତା ଉପରେ ଦାବି କରିହେବ ରିହାତି

ନୂଆଦିଲ୍ଲୀ: ଆୟକର ନିୟମରେ ଏକ ବଡ଼ ପରିବର୍ତ୍ତନ ଅଣାଯାଇଛି । ଯାହା ଆୟକର ଦାତାଙ୍କୁ ବେଶ୍ ଫାଇଦା ଦେବ । ଏହି ପରିବର୍ତ୍ତିତ ବ୍ୟବସ୍ଥା ଅନୁଯାୟୀ ନୂଆ କର ବ୍ୟବସ୍ଥା ଚୟନ କରୁଥିବା କରଦାତା ଅଧିକାରୀଙ୍କ ପ୍ରୟୋଜନ ଲାଗି ହୋଇଥିବା ଖର୍ଚ୍ଚର ଭତ୍ତାରେ ଶୁଳ୍କ ରିହାତି ଦାବି କରିପାରିବେ । ଏଥିରେ
Read More...

ସମ୍ବଲପୁର ଜିଲ୍ଲାରେ କରୋନା ଅର୍ଦ୍ଧଶତକ ଛୁଇଁଲା

ସମ୍ବଲପୁର,ଆଜି ଆଉ ଗୋଟିଏ ପଜିଟିଭ ଚିହ୍ନଟ ହେଲା ପରେ ସମ୍ବଲପୁର ଜିଲ୍ଲାରେ କରୋନା ରୋଗୀ ସ°ଖ୍ଯା ୫୦ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨୬ ଜଣ ଚିକିତ୍ସା ରେ ଥିବା ବେଳେ ବାକି ୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବିଷୟରେ ଜିଲ୍ଲା ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଆଜିର
Read More...