ହୀରାକୁଦରୁ ପ୍ରାୟ ୨.୫ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସନ ପରେ ମହାନଦୀ ଉଛୁଳୁଛି
ସମ୍ବଲପୁର,୨୭/୬ - ଆଜି ସକାଳ ୮ଟା ସମୟରେ ହୀରାକୁଦ ନଦୀବନ୍ଧରୁ ଏକାସାଙ୍ଗରେ ୧୫ଟି ସ୍ଲୁଇସଗେଟ ଖୋଲିବା ଫଳରେ ପ୍ରାୟ ୨.୫ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେବାରୁ ମହାନଦୀ ଦୁଇକୂଳରେ ଉଛୁଳି ପଡୁଛି । ଏବର୍ଷ ଏପରି ପ୍ରଥମ ବନ୍ୟାଜଳର ପରି ଦୃଶ୍ୟ ଉପଭୋଗ କରିବାପାଇଁ ସ୍ଥାନେ ସ୍ଥନେ ଉତ୍ସୁକ!-->…
Read More...
Read More...