ମନ୍ଦିର ପରିସରରେ ଧାରା ୧୪୪ ଯୋଗୁଁ ପ୍ରାତଃ ପୂର୍ବରୁ ରଥଟଣା ସମ୍ପନ୍ନ

ସମ୍ବଲପୁର:ଆଜିର ରଥଯାତ୍ରା ପାଇଁ ଅଧିକାଂଶ ମନ୍ଦିରରେ ରଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସତ୍ତ୍ୱେ କାଲି ଠାରୁ ପୁଲିସ ପ୍ରଶାସନ ପକ୍ଷରୁ ମନ୍ଦିର ପରିସରରେ ଧାରା ୧୪୪ ଘୋଷଣା ଯୋଗୁଁ ପହଣ୍ଡିବିଜେ କାର୍ଯ୍ୟକ୍ରମ କିଛି
Read More...

ବୌଦ୍ଧରେ ବିନା ରଥ ବିନାଭକ୍ତରେ ଗୁଣ୍ଡିଚାଯାତ୍ରା

ବୈାଦ୍ଧ : ପବିତ୍ର ରଥଯାତ୍ରା ପାଇଁ ପ୍ରଶାସନର କଟକଣା ଯୋଗୁଁ ଆଜି ବୌଦ୍ଧସହର ବିରାଜିତ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଗୁଣ୍ଡିଚାଯାତ୍ରା ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ବ୍ରାହ୍ମଣ ସେବାୟତମାନେ ସକାଳ ୮ ଘଣ୍ଟା ସମୟରେ ପାରଂପରିକ ଭାବେ ତିନି ଠାକୁରଙ୍କ ପୂଜା ସରିବାପରେ ମନ୍ଦିର
Read More...

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

ବୌଦ୍ଧ - ଆଜି ସକାଳେ ମନମୁଣ୍ଡା ଥାନା ଦପଲା ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଂଡ ଘଟି ଯାଇଛି l ପୂର୍ବ ଶତ୍ରୁତାକୁ ନେଇ ଦପଲା ଗ୍ରାମର ଶମ୍ଭୁ ସାହୁଙ୍କ ପୁଅ ଦିଗାମ୍ବର ସାହୁଙ୍କୁ ସଙ୍ଗବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିବା ଜଣା ପଡିଛି l ଦପଲା -ଲମ୍ବସରୀ ରାସ୍ତାର ନାଳ ନିକଟରେ
Read More...

କନେଷ୍ଟେବଲ ସମେତ ୨ଗଂଜେଇ ବେପାରୀ ଗିରଫ

ଫୁଲବାଣୀ,: କନ୍ଧମାଳର ଫିରିଙ୍ଗିଆ ଥାନାର ପେଟ୍ରୋଲିଙ୍ଗ ସମୟରେ ଗୋଟିଏ ଟାଟା ସୁମୋ ଗୋଲର୍ଡ ନମ୍ବର ଓ ଆର୍୦୨ଏଟି ୯୩୬୯ ଯାଞ୍ଚ କଲା ସମୟରେ ଗଞ୍ଜେଇ ଭର୍ତ୍ତି ହୋଇଥିଲା । ଗାଡ଼ିକୁ ଜବତ କରବା ସହ ୩ ଜଣକୁ ଗିରଫ କରି ଫିରିଙ୍ଗିଆ ଥାନାକୁ ନିଆଯାଇଥିଲା । ସେଠାରେ ଫିରିଙ୍ଗିଆ ଥାନା
Read More...

ଘୋଡାଗାଡି ଶିବ ମନ୍ଦିରରେ ସ୍ଥାପନ ହେଲା ନୂତନ ଦଧି ନଉତି

ଆଠମଲିକ - ଗତ ମାସରେ ଆସିଥିବା କାଳବୈଶାଖୀର ତାଣ୍ଡବରେ ଆଠମଲିକ ଉପଖଣ୍ଡ ଅନ୍ତର୍ଗତ ଘୋଡ଼ାଗାଡ଼ି ଶିବ ମନ୍ଦିରର ଦଧି ନଉତି ଭାଙ୍ଗି ଯାଇଥିଲା l ଘୋଡାଗାଡି ଗ୍ରାମବାସୀ, ସେବାୟତ ଓ ଅଂଚଳର ଭକ୍ତ ମାନଙ୍କର ସହଯୋଗରେ ଆଜି ମନ୍ଦିର ଚୂଡ଼ାରେ ନୂତନ ଦଧି ନଉତି ସ୍ଥାପନ କରାଯାଇଛି | କୋଭିଡ ପାଇଁ ଜନ
Read More...

ଦନ୍ତାହାତୀ ଶିକାର ଘଟଣା:ନିଜ ମୁଣ୍ଡରୁ ଦୋଷ ହଟାଇବାକୁ ନିରୀହ ଉପରେ କାର୍ଯ୍ୟାନୁଷ୍ଠାନ !

ବୌଦ୍ଧ : ମାଧପୁର ରେଞ୍ଜ ଅନ୍ତର୍ଗତ ମୁଣ୍ଡେଶ୍ୱର ଜଙ୍ଗଲରେ ଦନ୍ତାହାତୀ ମୃତ୍ୟୁଘଟଣାକୁ ସପ୍ତାହେ ବିତି ଯାଇଥିଲେ ମଧ୍ୟ ତଦନ୍ତରେ ବନବିଭାଗ ସଫଳତା ହାସଲ କରିପାରିନଥିବା ଚର୍ଚ୍ଚା ହେଉଛି । ବନବିଭାଗର ବ୍ରହ୍ମପୁର ମୁଖ୍ୟ ବନସଂରକ୍ଷକ ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କୁ ତାଗିଦ କଲାପରେ ବର୍ତ୍ତମାନ
Read More...

ପୁଣି ଜାଲରେ ପଡିଲା ୬୦ କେଜିର ବୁଦମାଛ

ବୌଦ୍ଧ : ଗତ ୩ଦିନ ତଳେ ମହାନଦୀର ବୌଦ୍ଧ ନିକଟରୁ ଏକ ବିରାଟକାୟ ବୁଦମାଛ ଜାଲରେ ପଡିଥିବାବେଳେ ଆଜି ହରଭଙ୍ଗା ନିକଟ କୁଡାସିଙ୍ଗା ନିକଟ ମହାନଦୀରୁ ପୁଣି ଆଉ ଗୋଟିଏ ବିରାଟ ବୁଦମାଛ ଜାଲରେ ପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ବନ୍ଧୁଆ ବେହେରା ନାମକ ଜଣେ ମତ୍ସ୍ୟଜୀବୀ ମହାନଦୀର
Read More...

ସମ୍ବଲପୁର ଜିଲ୍ଲାରେ ୫ଜଣ କରୋନା ପଜିଟିଭ ଚିହ୍ନଟ ପରେ ମୋଟସଂଖ୍ୟା ୩୦ ହେଲା

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଜମନକିରା ବ୍ଲକରେ ଗତକାଲି ଦୁଇଜଣ କରୋନା ପଜିଟିଭ ଚିହ୍ନଟ ହେଲାପରେଆଜି ପୁଣି ପାଞ୍ଚଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ କରୋନାରୋଗୀଙ୍କ ସଂଖ୍ୟା ମୋଟ ୩୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୬ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୧୪ଜଣଙ୍କର
Read More...

ଧାନ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବୌଦ୍ଧ: ମନମୁଣ୍ଡା କଣ୍ଟାମାଳ ରାସ୍ତାର ଜାଲପାଲି ଛକ ନିକଟରେ ଏକ ଧାନ ବୋଝେଇ ଟ୍ରକ ଗତ ରାତିରେ ରାସ୍ତାକଡରେ ଓଲଟି ପଡିଛି । ମିଳିଥିବା ତଥ୍ୟ ଅନୁସାରେ ଓଡି୧୨ସି ୨୭୭୧ ନମ୍ବର ବିଶିଷ୍ଟ ଏକ ଟ୍ରକ କଣ୍ଟାମାଳ ବ୍ଲକ ଲୋକାପଡା ସେବା ସମବାୟ ସମିତିରୁ ଚାଷୀଙ୍କ ରବିଧାନ ବୋଝେଇକରି ପୁରୁଣାକଟକସ୍ଥିତ
Read More...

ହୀରାକୁଦକୁ ଲକ୍ଷେ କ୍ୟୁସେକରୁ ଅଧିକ ବନ୍ୟାଜଳ ପ୍ରବେଶ ସହିତ ଜଳସ୍ତର ୬୧୪ଫୁଟ

ସମ୍ବଲପୁର:ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ବର୍ତ୍ତମାନ ଏହା ଭିତରକୁ ପ୍ରବେଶ କରୁଥିବା ଜଳରାଶିର ପରିମାଣ ଏବର୍ଷ ପ୍ରଥମଥର ପାଇଁ ଏକ ଲକ୍ଷ ଉପରକୁ ପହଞ୍ଚିଛି । ଏହା ସହିତ ଜଳସ୍ତର ମଧ୍ୟ ଦୃତଗତିରେ ବୃଦ୍ଧି ପାଇ ଆଜି ୬୧୪ଫୁଟ ଟପିଛି । ଏ ନେଇ ହୀରାକୁଦ ନିୟନ୍ତ୍ରଣ
Read More...