ଅଜଣା ଗାଡି ଚଢିଯିବାରୁ ୪ ଗୋରୁ ମୃତ

ବୌଦ୍ଧ : ଗତ ରାତିରେ ଜାତୀୟ ରାଜପଥ ନଂ ୫୭ର ଚାରିଛକ ଫରେଷ୍ଟ ଗେଟ୍ ନିକଟରେ ଏକ ଅଜଣା ଗାଡି ଚଢିଯିବାରୁ ରାସ୍ତା ଉପରେ ଶୋଇଥିବା ୪ଗୋଟି ଗୋରୁଙ୍କ ଜୀବନ ଚାଲିଯାଇଛି । ବର୍ଷାଦିନ ହୋଇଥିବାରୁ ଗୋରୁମାନେ ଜାତୀୟ ରାଜପଥ ଉପରେ ବିଶ୍ରାମ ନେଉଛନ୍ତି । ଗୋରୁମାଲିକମାନେ ସେମାନଙ୍କର ଯତ୍ନ ନନେଇ
Read More...

ଏକ କ୍ବିଣ୍ଟାଲ ଗଂଜେଇ ସହ ମାରୁତି କାର୍ ଜବତ୍, 2 ଗିରଫ

ବୌଦ୍ଧ - ଆଜି ବଉଦ ମହାନଦୀ ବ୍ରିଜ ଛକ ନିକଟରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ 2 ଜଣ ବ୍ୟକ୍ତିଙ୍କୁ ବୌଦ୍ଧ ପୋଲିସ ଗିରଫ କରିବା ସହ ଚାଲାଣରେ ବ୍ୟବହୃତ ଏକ ମାରୁତି କାର୍ କୁ ଜବତ୍ କରିଛି | ଅନୁଗୁଳ ସଦର ଥାନା ଅଂଚଳର 2 ଜଣ ଯୁବକ ବେଣୁଧର ସlହୁ ଓ ମନୋଜ ମହାପାତ୍ର ଏକ ମାରୁତି କାର୍
Read More...

ବିଶ୍ଵ ପିତୃଦିବସ ଅବସରରେ ଶୁଖିଲାଖାଦ୍ୟ ବଂଟନ

ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକର ଖଟଖଟିଆ ଗ୍ରାମର ଦାମୋଦର ନନ୍ଦଙ୍କ ସୁପୁତ୍ର ଡ.କରୁଣାକର ନନ୍ଦ ବେଙ୍ଗାଳୁରୁ ଭାରତୀୟ ବିଜ୍ଞାନ ସଂସ୍ଥାନର ପ୍ରଫେସର ଅଛନ୍ତି । ସେ ନିଜେ ଆଗ୍ରହ ପ୍ରକାଶ କରି ନିଜ ଅଞ୍ଚଳରେ ଅସହାୟ ପରିବାରକୁ ସହାୟତାର ହାତ ବଢ଼।ଇଛନ୍ତି । ବୌଦ୍ଧ ବ୍ଲକର ୭ ଗୋଟି ପଂଚ।ୟତ ର
Read More...

କନ୍ଧମାଳ ଜିଲ୍ଲାର ଗର୍ବ ଓ ଗୌରବ ସୁଶ୍ରୀ ସାଇ ପ୍ରଣିତା ମହାନ୍ତି

ଫୁଲବାଣୀ:  ଜିଲ୍ଲା ପାଇଁ ଗର୍ବ ଓ ଗୌରବ ହାସଲ କଲେ ସୁଶ୍ରୀ ସାଇ ପ୍ରଣୀତା ମହାନ୍ତି । ନିଜର ସ୍ବପ୍ନକୁ ସାର୍ଥକ କରି ଆଜି କନ୍ଧମାଳ ଜିଲ୍ଲାର ପ୍ରଥମ ମହିଳା ଫ୍ଲାଇଂ ଅଫିସର ହୋଇଛନ୍ତି ସେ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ନଦିଖଣ୍ଡି ସାହିରେ ବସବାସ କରୁଥିବା ଶଙ୍କର ଚରଣ ମହାନ୍ତି ଓ ମାତା
Read More...

ରଥଯାତ୍ରା ପ୍ରସଙ୍ଗ: ଆସନ୍ତାକାଲିି ସୁପ୍ରିମକୋର୍ଟରେ ହେବ ଶୁଣାଣି

ଭୁବନେଶ୍ୱର : ରଥଯାତ୍ରା ପ୍ରସଙ୍ଗ ଉପରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ । ନିକଟରେ ସୁପ୍ରିମକୋର୍ଟ ତାଙ୍କର ଏକ ରାୟରେ ଚଳିତ ବର୍ଷର ରଥଯାତ୍ରା ବନ୍ଦ ନିଷ୍ପତ୍ତି ନେଇଥିଲେ । ଏହାପରେ ଏହି ରାୟର ପୁର୍ନବିଚାର ଲାଗି କୋର୍ଟରେ ଏକାଧିକ ପିଟିସନ ଦାୟର ହୋଇଛି । ତାହାର ଶୁଣାଣି
Read More...

ସୂର୍ଯ୍ୟପରାଗ: ଓଡ଼ିଶାରେ ଆଂଶିକ ଦୃଶ୍ୟମାନ

ଭୁବନେଶ୍ୱର : ଆଜି ସମଗ୍ର ବିଶ୍ୱରେ ବିଭିନ୍ନ ସ୍ଥାନରେ ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଛି । ବିଭିନ୍ନ ସ୍ଥାନରେ ଏହାର ସ୍ଥିତି ଭିନ୍ନଭିନ୍ନ ଥିଲା । ଓଡ଼ିଶାରେ ଏହା ଆଂଶିକ ଦୃଶ୍ୟମାନ ହୋଇଥିଲା । ପୂର୍ବାହ୍ନ ୧୦ଟା ୩୦ ମିନିଟ୍ ୫୫ ସେକେଣ୍ଡରେ ଏହି ପ୍ରକ୍ରିୟା ଆରମ୍ଭ ହୋଇ ଦିନ ୨ଟା ୯ ମିନିଟ୍
Read More...

ପ୍ରତିରକ୍ଷା ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ସେନାକୁ ମିଳିଲା ସମ୍ପୂର୍ଣ୍ଣ ସ୍ୱାଧୀନତା

ନୂଆଦିଲ୍ଲୀ : ସୀମାରେ ଚୀନ୍ର ଉତ୍ପାତ୍ତ ଯୋଗୁଁ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ଆଖି ଆଗରେ ରଖି ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଗ୍ରହଣ କରାଯାଇଛି । କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଜି ଏହି ବୈଠକରେ ତିନିବାହିନୀର ମୁଖ୍ୟ ଓ ସିଡିଏସ୍ ବିପିନ୍ ରାୱତଙ୍କ
Read More...

ଗଜପତିରେ ପୁଣି ୪୭ଟି କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି:ଗଜପତିରେ ପୁଣି ୪୭ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ୪୪ ଜଣ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଦୁଇଟି ଏକ୍ଟିଭ ସର୍ଭିଲେନ୍ସରୁ ଦୁଇଟି ଗ୍ରାମରୁ ଜଣେ ଲେଖାଁଏ ଚିହ୍ନଟ
Read More...

ସ୍ବେଚ୍ଛାସେବୀଙ୍କୁ ଶ୍ରଦ୍ଧାଞ୍ଜଳୀ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନବାସୀ ସେବା ସମିତି ତାଲିମ୍ କେନ୍ଦ୍ରରେ ସ୍ୱର୍ଗତ ସ୍ୱେଚ୍ଛାସେବୀ ଜମଜ ପରିଛାଙ୍କୁ ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଦିଆଯିବା ସହ ତାଙ୍କ ଆତ୍ମାର ସଦଗତି ନିମନ୍ତେ ସଂଘ ପକ୍ଷରୁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଛି ସଂଘ
Read More...

ଗଜପତି ଜିଲ୍ଲାରେ ନୂତନ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ନୂତନ ମୂଖ୍ୟ ଚିକିତ୍ସାଅଧିକାରୀ ଭାବେ ଡ. ପ୍ରଦୀପ କୁମାର ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏଥିପୂର୍ବରୁ ମୂଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ଚିକିତ୍ସା ଅଧିକାରୀ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ବର୍ତ୍ତମାନ ପଦୋନ୍ନତି ହେବାରୁ ସେ ସିଡିଏମଓ ରୂପେ
Read More...