ହୀରାକୁଦ ଜଳସ୍ତର ୬୧୦ଫୁଟ ଟପିଲା

ସମ୍ବଲପୁର: ଉପରମୁଣ୍ଡରେ କିଛି ଭଲ ବର୍ଷା ଯୋଗୁଁ ବିଶ୍ୱପ୍ରସିଦ୍ଧ ହୀରାକୁଦ ନଦୀବନ୍ଧର ଜଳସ୍ତରରେ ବର୍ତ୍ତମାନ ଆଖିଦୃଶିଆ ବୃଦ୍ଧି ଘଟୁଛି । ହୀରାକୁଦ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୮ଟା ସମୟରେ ଏହାର ଜଳସ୍ତର ୬୧୦.୧୫ ଫୁଟ ରେକର୍ଡ କରାଯାଇଛି, ଯାହାକି ଗତ
Read More...

ଗଜପତିରେ ପୁଣି ୨୮ଟି କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି : ଗଜପତିରେ ୨୮ଟି କରୋନା ପଜିଟିଭଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ୧୯ ଜଣ ତାମିଲନାଡୁ ଫେରନ୍ତା ହୋଇଥିବା ବେଳେ ୨ ଜଣ ଆନ୍ଧ୍ର ପ୍ରଦେଶରୁ, ୭ ଜଣତେଲେଙ୍ଗାନାରୁ ଫେରନ୍ତା ଅଟନ୍ତି । ଏହି ୨୮ ଜଣଙ୍କର ସ୍ୱାବ ସଂଗ୍ରହ
Read More...

ଜମି ବିବାଦରୁ ପିଉସୀ ପୁଅ ଭାଇକୁ ବିଭତ୍ସ ହତ୍ୟା

ସମ୍ବଲପୁର: ଘରଡିହ ଜମି ବିବାଦରୁ ଦୁଇଜଣ ମିଶି ନିଜ ପିଉସୀ ପୁଅ ବଡଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଏହି ଜିଲ୍ଲାର ଯୁଯୁମୁରା ଥାନା ଅନ୍ତର୍ଗତ ତଳିମାଲ ଗାଁରେ ଘଟିଯାଇଛି । ମୃତ ବ୍ୟକ୍ତିକୁ ଉକ୍ତ ଗାଁର ବିଲାସନ ମୁଣ୍ଡା ଓରଫ ପୁଚୁ (୨୮) ରୂପେ ଚିହ୍ନଟ
Read More...

କଂଗ୍ରେସ ପକ୍ଷରୁ ବିଭିନ୍ନ ସାମଗ୍ରୀ ବଣ୍ଟନ

ବୌଦ୍ଧ : କଂଗ୍ରେସ ଦଳର ରାଷ୍ଟ୍ରୀୟ ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ଅବସରରେ ଆଜି ବିଭିନ୍ନ ଖାଦ୍ୟ ସାମଗ୍ରୀ ସହିତ ବିଶୋଧକ ସାମଗ୍ରୀ ବଣ୍ଟନ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ନବ ମିଶ୍ରଙ୍କ ଦ୍ୱାରା ଗରୀବ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଓ ମାସ୍କ, ସାବୁନ ଏବଂ ସାନିଟାଇଜର ବଣ୍ଟନ
Read More...

ରାଜ୍ୟରେ ପୁଣି ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ଦ୍ରୁତଗତି ରେ ବୃଦ୍ଧି ପାଇଛି । ଆଜି ପୁଣି ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୪୦ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୨୫ଜଣ ସ୍ଥାନୀୟ ବାସିନ୍ଦା
Read More...

ଡେଙ୍ଗୁ ମ୍ୟାଲେରିଆ, ଡାଇରିଆ ଉପରେ ସଚେତନତା କଲେ ପୁଷ୍ପାଞ୍ଜଳି ପଣ୍ଡା

ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର କେରାଣ୍ଡି ପଞ୍ଚାୟତର ବି ସୀତାପୁର ଗ୍ରାମରେ ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା ଗ୍ରାମବାସୀଙ୍କୁ ଡେଙ୍ଗୁ, ମ୍ୟାଲେରିଆ,ଡାଇରିଆ ଉପରେ ଲୋକଙ୍କୁ ସଚେତନତା କରିବା ସହ କୋଭିଡ-୧୯ ଉପରେ ମଧ୍ୟ ସଚେତନତା କରିଛନ୍ତି । ଲୋକଙ୍କୁ ମାସ୍କ ପିନ୍ଧିବା ସାନିଟାଇଜର
Read More...

ଜିଲ୍ଲାପାଳ ତଦାରଖ କଲେ ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥା

ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସସେନା ଆଜି ସ୍ଥାନୀୟ କଲେଜଛକ ଠାରେ ଏକ କାର୍ଯ୍ୟଯୋଜନା ବିଷୟରେ ବିଭାଗୀୟ ଅଧିକାରୀଙ୍କଠାରୁ ବୁଝିଛନ୍ତି ଯେ ସେଠାରୁ ଏଲଏନ ଗଳି ଦେଇ ଟାଙ୍ଗନା ନାଳା ପର୍ଯ୍ୟନ୍ତ ବନ୍ୟାଜଳ କିପରି ସୁରୁଖୁରୁରେ ନିଷ୍କାସିତ ହୋଇ ପାରିବ । ତାଙ୍କ ସହିତ ଅଧିନସ୍ଥ
Read More...

ବିଶ୍ୱ ମରୁଭୂମି ଓ ଜଳାଭାବ ପ୍ରତିରୋଧ ଦିବସ ପାଳନ

ବୌଦ୍ଧ : ବୌଦ୍ଧ ବନଖଣ୍ଡ ଅଧିନସ୍ଥ ବୌଦ୍ଧ ବନାଞ୍ଚଳ ଅନ୍ତର୍ଗତ ବୀରନରସିଂହପୁର ଠାରେ ବୌଦ୍ଧ ରେଞ୍ଜ ତରଫରୁ ଆୟୋଜିତ ବିଶ୍ୱ ମରୁଭୂମି ଓ ଜଳାଭାବ ପ୍ରତିରୋଧ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ସୁଚିନ୍ତିତ ମତାମତ ସଚେତନତା ସୃଷ୍ଟି ହୋଇଥିଲା । ବୌଦ୍ଧ ବନଖଣ୍ଡ ସହକାରୀ ବନ ସଂରକ୍ଷକ
Read More...

ପାଲଝାର କୃଷିଫାର୍ମରେ ଦୁର୍ନୀତି, ଆୟଠାରୁ ବ୍ୟୟ ଦଶଗୁଣ !

ବୌଦ୍ଧ : କୃଷି ବିଭାଗ ଅଧିନରେ ଥିବା ବଘିଆପଡା ନିକଟ ପାଲଝାର କୃଷି ଫାର୍ମରେ ବର୍ଷ ବର୍ଷ ଧରି ଚାଲିଥିବା ଦୁର୍ନୀତିର ଏବେ ଗୁମର ଖୋଲିବାରେ ଲାଗିଛି । ପ୍ରାୟ ୩୦ହେକ୍ଟର ଜମିରେ ହେଉଥିବା ଧାନଚାଷରେ ସରକାର ଯେତେ ଟଙ୍କା ଖର୍ଚ୍ଚ କରିଥାନ୍ତି ତାହା ତୁଳନାରେ ଆୟ ମାତ୍ର ୧୦ ପ୍ରତିଶତ ହେଉଥିବା
Read More...

୪୫୨ ବର୍ଷ ଇତିହାସରେ ୩୨ଥର ବନ୍ଦ ହୋଇଥିଲା ରଥଯାତ୍ରା, ଜାଣନ୍ତୁ କେଉଁ ବର୍ଷ ଓ କାହିଁକି

ଦେଶ ଓ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ । ଚଳିତବର୍ଷ ଜୁନ ୨୩ରେ ହେବାକୁ ଥିବା ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବନାହିଁ ବୋଲି ସୂଚନା ମିଳିଛି ।
Read More...