ସମବାୟ ଉପ ସହକାରୀ ନିବନ୍ଧକଙ୍କୁ ବିଦାୟ ସମ୍ବର୍ଦ୍ଧନା
ବୌଦ୍ଧ: ସହକାରୀ ନିବନ୍ଧକ ସମବାୟ ସମିତି ସମୂହ, ବୌଦ୍ଧଙ୍କ କାର୍ଯ୍ୟାଳୟର ଉପ ସହକାରୀ ନିବନ୍ଧକ ପାଣୁଚରଣ ସାହୁଙ୍କୁ ଗତକାଲି ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀ ସାହୁଙ୍କ ସୋନପୁର ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିବାରୁ ବୌଦ୍ଧ ଜିଲ୍ଲାର ସମସ୍ତ ପୋକ୍ସର ସଂପାଦକମାନେ ଓ!-->…
Read More...
Read More...