ଆଶୁତୋଷ ମିଶ୍ର ଓଡିଶୀ କଣ୍ଠ ସଙ୍ଗୀତ ପ୍ରତିଯୋଗିତାରେ ପୁରସ୍କୃତ
ଗତ 29 ତାରିଖ ଠାରୁ 5 ତାରିଖ ପର୍ଯ୍ୟନ୍ତ"ଆଳାପ" ସଙ୍ଗୀତ ଅନୁଷ୍ଠାନ ଭୁବନେଶ୍ୱର ଦ୍ଵାରା ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ଆନ୍ତର୍ଜାତୀୟ ସ୍ତରୀୟ ଓଡିଶୀ ରାଗ କଣ୍ଠ ସଙ୍ଗୀତ 2020 ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ପ୍ରତିଯୋଗିତାରେ ସ୍ଥାନୀୟ ଯୁବ କଣ୍ଠଶିଳ୍ପୀ ତଥା ଗୁରୁ ରଘୁନାଥ!-->…
Read More...
Read More...