ବୌଦ୍ଧ ବନଖଣ୍ଡରେ ଚାଲିଛି ଅବାଧ ବନ୍ୟପ୍ରାଣୀ ଶିକାର
ବୌଦ୍ଧ:- ବୌଦ୍ଧ ବନଖଣ୍ଡର ବିଭିନ୍ନ ରେଞ୍ଜ ଅଧୀନରେ ଥିବା ଜଙ୍ଗଲ ମାନଙ୍କରୁ ଶିକାରୀମାନେ ବନ୍ୟଜନ୍ତୁ ଶିକାର କରୁଥିବାବେଳେ ବନବିଭାଗ ସେମାନଙ୍କୁ ଧରିବାରେ କାଁଭାଁ ସଫଳ ହେଉଛନ୍ତି । କୌଣସି ସ୍ଥାନରେ ବନ୍ୟପ୍ରାଣୀ ଶିକାର ସଂପର୍କରେ ସ୍ଥାନୀୟ ଲୋକ ସୂଚନା ଦେଲେ ଯାଇ ହିଁ ଚଢଉ କରାଯାଉଛି ।!-->…
Read More...
Read More...