ମା ବରାଳଦେବୀ ନାରୀ ମହାସଂଘ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ
ଫୁଲବାଣୀ:କରୋନା ମହାମାରୀ ସମଗ୍ର ବିଶ୍ୱରେ ବ୍ୟ।ପିଥିବା ବେଳେ ଓଡିଶା କୁ ମଧ୍ୟ ଗ୍ରାସ କରିବାରେ ଲାଗିଛି ଏପରି ସ୍ଥଳେ ବିଭିନ୍ନ ଅନୁଷ୍ଠାନ ବିଭିନ୍ନ ମାଧ୍ୟମରେ ସାହାଯ୍ୟ ସହଯୋଗ କରି ଆସୁଛନ୍ତି।କନ୍ଧମାଳ ଜିଲ୍ଲାର ଖଜୁରିପଡା ବ୍ଲକ ଅନ୍ତର୍ଗତ ବିଲାବାଡି ପଞ୍ଚାୟତର ମା ବରାଳଦେବୀ ନାରୀ ମହାସଂଘ!-->…
Read More...
Read More...