କିଛି ବି ମୌଳିକ ସୁବିଧା ନଥିବା ଗାଁ ଗୁନିଗାନି

ବୌଦ୍ଧ : ସ୍ୱାଧୀନତାର ୭୩ବର୍ଷ ପରେ ମଧ୍ୟ ଏମିତି ଗାଁ ରହିଛି ଯେଉଁଠି ଲୋକଙ୍କୁ ଉପଲବ୍ଧ ହୋଇପାରୁନାହିଁ ସର୍ବନିମ୍ନ ମୌଳିକ ସୁବିଧା । ବୌଦ୍ଧ ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୨୫ କିଲୋମିଟର ଦୂରରେ ବୌଦ୍ଧ ବ୍ଲକ ବଘିଆପଡା ଗ୍ରାମ ପଞ୍ଚାୟତର ସମାପାଜୁ ନିକଟ ଗୁନିଗାନି ଗାଆଁର ଅବସ୍ଥା ଏମିତି ।
Read More...

ଆଗ ବିଲ୍ ପରେ ଲେଖାହେଉଛି ସୂଚନା ଫଳକ !

ବୌଦ୍ଧ:- ବିଭିନ୍ନ ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତା ଆଣିବାପାଇଁ ସରକାର ନିର୍ମାଣକାର୍ଯ୍ୟ ଆରମ୍ଭ ହେବା ସମୟରେ ପ୍ରକଳ୍ପର ସମସ୍ତ ସୂଚନା ଜନସାଧାରଣଙ୍କୁ ଫଳକରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଠିକାଦାର ନିର୍ମାଣ ସ୍ଥାନରେ ଫଳକ ମାରିବା ବାଧ୍ୟତାମୂଳକ ବୋଲି କହୁଥିଲେ ମଧ୍ୟ ତାର
Read More...

ବାଲିଗୁଡ଼ା ପୋଲିସ୍ କୁ ବଡ଼ ସଫଳତା : ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ସହ ଟ୍ରାକ୍ଟର ଜବତ, ଡ୍ରାଇଭର ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ କୁ ବଡ଼ ସଫଳତା । ବାଲିଗୁଡ଼ା ଥାନା ମହାସିଙ୍ଗି ପଥପ୍ରାନ୍ତ ସେବା କେନ୍ଦ୍ର ନିକଟରେ ଚଢ଼ାଉ କରି ୨୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ୍ । ଘଟଣାରେ ଗଞ୍ଜେଇ ଭର୍ତ୍ତି ଟ୍ରାକ୍ଟରକୁ ଜବତ କରିବାସହ ଡ୍ରାଇଭରକୁ ଗିରଫ କରି
Read More...

ରାଜ୍ୟରେ ପୁଣି ୧୩୮ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଶୁକ୍ରବାର ରାଜ୍ୟରେ ପୁଣି ୧୩୮ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୯୪ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
Read More...

ଟ୍ରକ୍ ପଛରେ ପିଟିଲା ଅଟୋ, ଡ୍ରାଇଭର ଗୁରୁତର

ବୌଦ୍ଧ : ଆଜି ଅପରାହ୍ନ ପ୍ରାୟ ୫.୩୦ ମିନିଟ ସମୟରେ ଜାତୀୟ ରାଜପଥ ନଂ ୫୭ର ପୁରୁଣାକଟକ ଥାନା ଦିଗସିରା ବୁଲାଣି ନିକଟରେ ଟ୍ରକକୁ ପଛରୁ ଧକ୍କା ଦେଇ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାତ୍ରୀବାହୀ ଅଟୋଟି ବୌଦ୍ଧରୁ କନ୍ଧମାଳ ଜିଲ୍ଲା ସୁଡ୍ରୁକୁମ୍ପା ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।
Read More...

ଫୁଲବାଣୀ ଆଦର୍ଶ ଟାଉନ ଥାନାରେ ନୂତନ ଥାନା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ଫୁଲବାଣୀ:ଫୁଲବାଣୀ ଟାଉନ ଥାନାରେ ନୁତନ ଥାନା ଅଧିକାରୀ ଭାବେ ଶ୍ରୀ ସୁଶାନ୍ତ କୁମାର ସେଠୀ ଶନିବାର ଦିନ ଦାୟିତ୍ୱ ବହନ କରିଛନ୍ତି।ଏହା ପୂର୍ବରୁ ସେ କଣ୍ଟାମାଳ ଥାନା ରୁ କନ୍ଧମାଳ ଜିଲ୍ଲାକୁ ବଦଳି ହୋଇ ଆସି କିଛିଦିନ ହେଲା ଜିଲ୍ଲା ପୁଲିସ ହେଡ କ୍ୱାଟରରେ ଥିଲେ।ଶନିବାର ଦାୟିତ୍ୱ ଗ୍ରହଣ ପରେ
Read More...

ସୀମା ବିବାଦ: ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ଓ ଚୀନ୍ ରାଜି

ନୂଆଦିଲ୍ଲୀ : ଲଦାଖ୍ ଓ ସିକିମ୍‌ର ଡୋକଲାମ୍‌ରେ ସୀମାରେ କେତେକ କାର୍ଯ୍ୟକଳାପକୁ ନେଇ ଦେଖାଦେଇଥିବା ବିବାଦର ଆଶୁ ସମାଧାନ ପାଇଁ ଉଭୟ ଚୀନ୍ ଓ ଭାରତ ରାଜି ହୋଇଛନ୍ତି । ଆଜି ଦୁଇ ଦେଶର ବରିଷ୍ଠ ସେନାଧିକାରୀଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଥିଲା । ଆଲୋଚନାରେ ହୋଇଥିବା ନିଷ୍ପତ୍ତି ସଂପର୍କରେ
Read More...

ଦେଶରେ ଶିକ୍ଷାନୁଷ୍ଠାନ ଖୋଲିଲା ବେଳକୁ ଅଗଷ୍ଟ ହୋଇଯିବ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଯୋଗୁଁ ବର୍ତ୍ତମାନ ସାରା ଦେଶରେ ସ୍କୁଲ, କଲେଜ୍ ଆଦି ବନ୍ଦ ରହିଛି । ଏଗୁଡ଼ିକ କେବେ ଖୋଲିବ, ତାହା ନିର୍ଦ୍ଦିଷ୍ଟ ହୋଇନାହିଁ । ପୂର୍ବରୁ ଜୁଲାଇ ମାସରେ ଖୋଲିବ ବୋଲି କୁହାଯାଉଥିଲେ ମଧ୍ୟ ତାହା ସମ୍ଭବ ନୁହେଁ ବୋଲି କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ
Read More...

ବ୍ରିଟେନ୍‌କୁ ଅତିକ୍ରମ କରିବା ସ୍ଥିତିରେ ଭାରତ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୨ ଲକ୍ଷ ୪୭ ହଜାର ୬୭୮କୁ ବୃଦ୍ଧି ପାଇଛି । ଏଥିସହ ବିଶ୍ୱ କରୋନା ପ୍ରଭାବିତ ଦେଶ ତାଲିକାରେ ଭାରତ ବର୍ତ୍ତମାନ ଷଷ୍ଠ ସ୍ଥାନରେ ରହିଛି । ସଂକ୍ରମଣ ଯେଭଳି ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଅଳ୍ପ କିଛିଦିନ ମଧ୍ୟରେ ଏହା ବ୍ରିଟେନ୍ ଓ
Read More...

ସର୍ବାଧିକ ୧୭୮ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଆଜି ଗୋଟିଏ ଦିନରେ ସର୍ବାଧିକ ୧୭୮ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ୧୮୯୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ
Read More...