ଭୟଙ୍କର ରୂପ ନେଉଛି କରୋନା

ନୂଆଦିଲ୍ଲୀ: ଦିନକୁ ଦିନ ମହାମାରୀ କରୋନାକୁ ନେଇ ବିଶ୍ୱରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ବେକାବୁ ହେବାରେ ଲାଗିଛି । ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨ ଲକ୍ଷ ୨୬ ହଜାର ଟପିଥିବା ବେଳେ
Read More...

ପାତାଳୀ କ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା

ସୋନପୁର(ହୀ.ପ୍ର) : ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲାଇ ସ୍ଥିତ ପାତାଳୀ କ୍ଷେତ୍ରରେ ଆଜି ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଲକ୍ଡ଼ାଉନ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭକ୍ତ ମାନଙ୍କ ବିନା ଶ୍ରୀଜିଉଙ୍କ ନୀତି କାନ୍ତି ସମାପନ ହୋଇଛି । ସକାଳ୬ଘଣ୍ଟା ରୁ ମଙ୍ଗଳ ଆଳତି,
Read More...

ଟ୍ରାକ୍ଟର ଚଳାଇ ପରିବାରର ଭରଣପୋଷଣ କରୁଛନ୍ତି ସାହସୀ ମହିଳା

ଋାଉରକେଲା: କୁହାଯାଏ ଦୃଢ ଇଚ୍ଛା ଶକ୍ତି ଓ ଆତ୍ମବିଶ୍ୱାସ ଥିଲେ ମଣିଷ ଯେ କୌଣସି କାମକୁ ସମ୍ଭବ କରି ଦେଖାଇଥାଏ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଣାଇ ବ୍ଲକର ଜଣେ ମହିଳାଙ୍କ କ୍ଷେତ୍ରରେ । ସ୍ୱାମୀଙ୍କ ମୃତ୍ୟୁ ପରେ ଭାଙ୍ଗି ନ ପଡି ଟ୍ରାକ୍ଟର ଚଳାଇ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଆଉ
Read More...

ବିଶ୍ୱ ପରିବେଶ ଦିବସ ପାଳିତ, ସାମାଜିକ ଦୂରତା ରଖି ଚାରା ରୋପଣ କଲେ

ଫୁଲବାଣୀ:ଫୁଲବାଣୀ ବ୍ଲକ ର କେନ୍ଦୁପଦର ଓ ଦାମିଗାଁ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଓ କପିଳେଶ୍ୱର ଯୁବକ ସଙ୍ଘଦାମିଗାଁ ର ମିଲିତ ଆନୁକୂଲ୍ୟରେବିଶ୍ଵ ପରିବେଶ ଦିବସ ପାଳନ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।ଏଥିରେ ସାଗୁଆନ, ପିଆସାଳ ଓ ଚାକୁଣ୍ଡା ଇତ୍ୟାଦି ବୃକ୍ଷ ରୋପଣ
Read More...

ଅକ୍ଟୋବରରୁ ଦେଶରେ କ୍ରୀଡା ପ୍ରତିଯୋଗିତା ନେଇ ଆଶା ରଖିଛନ୍ତି ବାତ୍ରା

ନୂଆଦିଲ୍ଲୀ : କରୋନା ଭଳି ମହାମାରୀ ଯୋଗୁଁ ଖାଲି ଭାରତ ନୁହେଁ, ସାରା ବିଶ୍ୱରେ ଏବେ କ୍ରୀଡ଼ା ଭଳି କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ଆସନ୍ତା ଅକ୍ଟୋବର ସୁଦ୍ଧା ଦେଶରେ କ୍ରୀଡା ପ୍ରତିଯୋଗିତା ଫେରିବା ଉଚିତ୍ ବୋଲି ମତ ଦେଇଛନ୍ତି ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ସଭାପତି ନରିନ୍ଦର ବାତ୍ରା
Read More...

ନିଜ ପତ୍ନୀ ଓ ଛୁଆମାନଙ୍କୁ କ୍ୱାରେଣ୍ଟାଇନରେ ପଠାଇଲେ ସ୍ୱାମୀ

ସମ୍ବଲପୁର : କରୋନା ସଂକ୍ରମଣ ବିଷୟରେ ସଚେତନତାର ସ୍ତର ଏତେ ବଢିଛି ଯେ ଏଠାରେ ଜଣେ ସ୍ୱାମୀ ନିଜ ପତ୍ନୀ, ପୁଅ ଓ ଝିଅ ଙ୍କୁ କ୍ୱାରେଣ୍ଟାଇନ ସେଣ୍ଟର ପଠାଇ ସମାଜ ପାଇଁ ଉଦାହରଣ ପ୍ରସ୍ତୁତ କରିଛନ୍ତି । ଏହି ଘଟଣା ଟି ସ୍ଥାନୀୟ କ୍ଷେତରାଜପୁର ପୁଲିସ ଥାନା ଅନ୍ତର୍ଗତ ଚନ୍ଦନନଗର ରେ ଘଟିଛି ।
Read More...

ବୌଦ୍ଧରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

ବୌଦ୍ଧ:- ବୌଦ୍ଧସହର ବିରାଜିତ ଶ୍ରୀଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ସ୍ନାନମଣ୍ଡପରେ ଶ୍ରୀଜୀଉମାନଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ରାହ୍ମଣମାନେ ସକାଳ ସାଢେ ୮ଟା ସମୟରେ ଠାକୁରମାନଙ୍କୁ ମନ୍ଦିର ଗମ୍ଭୀରାରୁ ପହଣ୍ଡିରେ ଆଣି ସ୍ନାନ ମଣ୍ଡପରେ ବିରାଜମାନ କରାଇଥିଲେ । ପୂଜକଙ୍କ ଦ୍ୱାରା
Read More...

ବିଶ୍ୱ ପରିବେଶ ଦିବସ ଅବସରରେ ଫଳ ଚାରା ରୋପଣ

ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସାମାଜିକ ସଂଗଠନ ସମର୍ପିତ ଓ କଳିଙ୍ଗ ଐତିହ୍ୟ ସଂସ୍କୃତି ସୁରକ୍ଷା ମଞ୍ଚ ତରଫରୁ ଝାରପଡା ଠାରେ ଥିବା ମଧୁରମୟୀ ଶିକ୍ଷା ନିକେତନ ପରିସରରେ ବିଭିନ୍ନ ଫଳ ଚାରା ରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ କାପୋ ର ଅଧ୍ୟକ୍ଷ ତଥା ସମର୍ପିତ ର ମୁଖ୍ୟ ଉପଦେଷ୍ଟା
Read More...

ଗଜପତିରେ ପୁଣି 7ଟି କରୋନା ପଜିଟିଭ ଚିହ୍ନଟ

ଗଜପତି ଜିଲ୍ଲାରେ ପୁଣି 7ଟି କରୋନା ପଜିଟିଭ ଚିହ୍ନଟ ହୋଇ ଥିବାର ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା I ସେମାନଙ୍କ ମଧ୍ୟରୁ 3 ଜଣ ମହାରାଷ୍ଟ୍ର ଫେରନ୍ତା,ଜଣେ ଗୁଜରାଟ ଫେରନ୍ତା,3 ଜଣ ତାମିଲନାଡୁ ଫେରନ୍ତା ଅଟନ୍ତି। ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ଥିଲା।ବର୍ତ୍ତମାନ ସେମାନଙ୍କର
Read More...

ଉତ୍ତରାଞ୍ଚଳ ଡିଆଇଜି ଭାବେ ଜୟ ନାରାୟଣ ପଙ୍କଜ ଯୋଗଦେଲେ

ସମ୍ବଲପୁର : ବରିଷ୍ଠ ଆଇପିଏସ ଅଧିକାରୀ ଜୟନାରାୟଣ ପଙ୍କଜ ଙ୍କୁ ଅତିରିକ୍ତ ଦାୟିତ୍ୱ ରୂପେ ଏଠାକାର ଉତ୍ତରାଞ୍ଚଳ ରେଞ୍ଜ ପୁଲିସ ଡିଆଇଜି ପଦ ଦିଆଯାଇଛି ଓ ସେ ଗତକାଲି ଏଠାରେ ପହଞ୍ଚି ନିଜ ଅଫିସ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ବର୍ତ୍ତମାନ ଭୁବନେଶ୍ୱର ରେ ସ୍ପେଶାଲ ଟାସ୍କ ଫୋର୍ସ ପୁଲିସ
Read More...