ରାଜ୍ୟରେ ପୁଣି ୧୩୦ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଶୁକ୍ରବାର ରାଜ୍ୟରେ ପୁଣି ୧୩୦ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୦୮ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
Read More...

ଅନ୍ନପୂର୍ଣ୍ଣା ଯୋଜନା ଚାଉଳରୁ ବଞ୍ଚିତା ବିଧବା ହିତାଧିକାରୀ

ବୌଦ୍ଧ: ନିଃସହାୟ ବ୍ୟକ୍ତିଙ୍କୁ ଅନ୍ନପୂର୍ଣ୍ଣା ଯୋଜନାରେ ସରକାର ମାସିକ ୧୦ କିଲୋଗ୍ରାମ ଚାଉଳ ଯୋଗାଇ ଦେଇଥାନ୍ତି । ମାତ୍ର ଦୁଃଖର କଥା ପ୍ରାୟ ୨ବର୍ଷ ଧରି ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀ ଭାବରେ ପ୍ରତିମାସରେ ୧୦ କେଜି ଚାଉଳ ପାଇ ଆସୁଥିବାବେଳେ ଜଣେ ବୃଦ୍ଧା ତଥା ବିଧବା ମହିଳାଙ୍କ ଚାଉଳ
Read More...

ଦହ୍ୟା ଏସବିଆଇ ଏଟିଏମରେ ଅବ୍ୟବସ୍ଥା

ବୌଦ୍ଧ: ବୌଦ୍ଧବ୍ଲକ ଦହ୍ୟା ଗ୍ରାମରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଟିଏମ୍କୁ ଟଙ୍କା କାଢିବାକୁ ଯାଇ ଗ୍ରାହକମାନେ ହୀନସ୍ତା ହେଉଥିବାର ଅଭିଯୋଗ ହେଉଛି । ଏଟିଏମ ମେସିନ ସହ ସଂଯୁକ୍ତ ହୋଇଥିବା ବ୍ୟାଟେରୀ କାମ କରୁନଥିବାରୁ ଟଙ୍କା ଉଠାଣବେଳେ କରେଣ୍ଟ ଚାଲିଗଲେ କରେଣ୍ଟ ଆସିବାକୁ ଯେତେ ସମୟ
Read More...

ପଶ୍ଚିମବଙ୍ଗରୁ ଉଦ୍ଧାର କାର୍ଯ୍ୟ ସାରି ବୌଦ୍ଧକୁ ଫେରିଲେ ଓଡ୍‌୍ରାଫ ଟିମ୍‌

ବୌଦ୍ଧ : ପଶ୍ଚିମବଙ୍ଗକୁ ଅମ୍ଫନ ସମୟରେ ଯାଇ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ପଞ୍ଚମ ଇଣ୍ଡିଆନ ରିଜର୍ଭ ବାଟାଲିୟନ ବୌଦ୍ଧ(ବଲାସିଙ୍ଗ)ର ଓଡ୍ରାଫ୍ ଟିମ୍ ରିଲିଫ ଓ ଉଦ୍ଧାର କାମ ସାରି ଫେରି ଆସିଛନ୍ତି । ପଶ୍ଚିମବଙ୍ଗ ରାଜ୍ୟରେ ସାମୁଦ୍ରିକ ବାତ୍ୟା ତାର ତାଣ୍ଡବ ଲୀଳା ରଚିଥିଲା । ଅନେକ
Read More...

ମହାନଦୀକୁ ଗାଧୋଇବାକୁ ଯାଇ ମହିଳା ନିଖୋଜ

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା କୋଡାସିଙ୍ଗା ଗ୍ରାମର ଜଣେ ମହିଳା ଆଜି ମହାନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିବା ଅଭିଯାଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ଥାନା କୋଡାସିଙ୍ଗା ଗ୍ରାମର ତ୍ରିନାଥ ବେହେରାଙ୍କ ପତ୍ନୀ ମମିତା ବେହେରା(୪୫) ସବୁଦିନ ପରି ଆଜି ସକାଳେ ମହାନଦୀକୁ
Read More...

କରୋନା ଗାଇଡଲାଇନ ଉଲ୍ଲଂଘନ : ଫାଇନ ଦେଲେ ଅପରାଜିତା

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କରୋନା ଗାଇଡଲାଇନ ଉଲ୍ଲଂଘନ କରି ଆଜି ଫାଇନ୍ ଦେଇଛନ୍ତି । ସାଂସଦ ଶ୍ରୀମତୀ ଷଡଙ୍ଗୀ ନିଜର ଟ୍ୱିଟର ହ୍ୟାଣ୍ଡେଲ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ଭୁବନେଶ୍ୱର ବିଜେପି ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଆମ ଦଳର ଟାଣୁଆ ନେତା ଜଗନ୍ନାଥ
Read More...

ମାଲ୍ୟାଙ୍କ ପ୍ରତ୍ୟର୍ପଣ ଉପରେ ରୋକ୍‌

ନୂଆଦିଲ୍ଲୀ, : ହଜାର ହଜାର କୋଟି ଟଙ୍କାର ଋଣ ନେଇ ପରିଶୋଧ ନକରି ଫେରାର ହୋଇଯାଇଥିବା ଭାରତର ଶିଳ୍ପପତି ତଥା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟର୍ପଣ ବାଟରେ ପୁଣି ବାଧକ ସୃଷ୍ଟି ହୋଇଛି । ମାଲ୍ୟାଙ୍କ ପ୍ରତ୍ୟର୍ପଣ ଉପରେ ବ୍ରିଟିଶ୍ ହାଇ କମିଶନ ରୋକ୍ ଲଗାଇଛନ୍ତି । ଯେପର୍ଯ୍ୟନ୍ତ
Read More...

ସଂକ୍ରମଣରେ ପୁଣି ରେକର୍ଡ଼

ନୂଆଦିଲ୍ଲୀ : ଇତିମଧ୍ୟରେ କରୋନା ସଂକ୍ରମଣ କ୍ଷେତ୍ରରେ ଭାରତ କେତେକ ପ୍ରମୁଖ ଦେଶକୁ ଅତିକ୍ରମ କରିଛି । ପ୍ରତିଦିନ ଦେଶରେ ୮ ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ଼ ୯, ୩୦୪ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨
Read More...

ମଣ୍ଡିରେ ଖୋଲାଆକାଶ ତଳେ ପଡ଼ିଛି ୬୦୦୦ କୁଇଣ୍ଟାଲ ଧାନ

ସୋନପୁର : ଚାଷୀ ଙ୍କୁ ଘାରିଛି ଧାନବିକ୍ରୀ ଚିନ୍ତା। କଷ୍ଟ ଉପାର୍ଜିତ ଧାନ ଚାଷ କରି ଏବେ ବିକ୍ରି କରିନପାରି ଭାଗ୍ୟକୁ ଆଦରି ମୁଣ୍ଡରେ ହାତମାରି ବସିଛି ଚାଷୀ।ବିକ୍ରି ଉଦ୍ଦେଶ୍ୟରେ ମଣ୍ଡିରେ ଧାନରଖି ଅପେକ୍ଷା କରିଛି କେବେ ଗାଡ଼ି ଆସିବ ଓ ସେ ତା ନିଜରଧାନକୁ ବିକ୍ରି କରିପାରିବ। ବିନିକା ବ୍ଲକ
Read More...

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଶାଖା ତରଫରୁ କରୋନା ମହାମାରିରେ ମୁକାବିଲା କରିଥିବା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ସେଥିରେ ପୋଲିସ ପ୍ରଶାସନ ଅଧିକାରୀ, ଡାକ୍ତର ମିଡ଼ିଆ ବନ୍ଧୁ ମେଡ଼ିସିନ ଦୋକାନ ସମାଜ ସେବକ ମୁନିସ ପାଲଟି କର୍ମଚାରୀ କଲେକ୍ଟରି
Read More...