କରୋନା ମୁକାବିଲାରେ ଅବହେଳା : ରାତିସାରା ଏଣେତେଣେ ବୁଲିଲେ ପ୍ରବାସୀ ଶ୍ରମିକ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ କରୋନା ମୁକାବିଲା ଦାୟିତ୍ୱରେ ଥିବା ଅଧିକାରୀମାନେ ନିଜ କର୍ତ୍ତବ୍ୟରେ କେତେ ସଚେତନ ତା\'ର ନଗ୍ନ ନମୂନା ଦେଖିବାକୁ ମିଳିଥିଲା ହରଭଙ୍ଗା ସଦର ମହକୁମା ଚାରିଛକରେ । ବାଙ୍ଗାଲୋର ଓ କେରଳରୁ ଭୁବନେଶ୍ୱର ଯାଏଁ ନିଜ ଖର୍ଚ୍ଚରେ ରେଳ ଯୋଗେ ଓ ଭୁବନେଶ୍ୱରରୁ ବସଯୋଗେ
Read More...

ରାଜ୍ୟରେ ପୁଣି ୯୦ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ପୁଣି ୯୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭୯ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୧ଜଣ ସ୍ଥାନୀୟ ବାସିନ୍ଦା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୪୭୮ରେ
Read More...

୩ ନୂଆ ସହିତ ସମ୍ବଲପୁର ଜିଲ୍ଲାର କରୋନା ପଜିଟିଭ ସଂଖ୍ୟା ୧୪ ହେଲା

ସମ୍ବଲପୁର : ଆଜି ତିନୋଟି ନୂଆ କରୋନା ପଜିଟିଭ ଚିହ୍ନଟ ହେଲା ପରେ ସମ୍ବଲପୁର ଜିଲ୍ଲା ରେ ମୋଟ ସଂଖ୍ୟା ୧୪ ହେଲା । ଏମାନଙ୍କ ମଧ୍ୟରୁ ୫ଜଣ ସୁସ୍ଥ ହୋଇ ଘରକୁ ଫେରି ଗଲେଣି ଓ ବର୍ତ୍ତମାନ ହସ୍ପିଟାଲରେ ୮ଜଣଙ୍କ ଚିକିତ୍ସା ଚାଲିଛି । ଏମାନଙ୍କ ବିଷୟରେ ଜିଲ୍ଲା ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ
Read More...

ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର

ବୌଦ୍ଧ : ଆଜି ଅପରାହ୍ନରେ ବଜ୍ରାଘାତ ଯୋଗୁଁ ଜଣେ ବାଳକର ମୃତ୍ୟୁ ହୋଇଥିବା ବେଳେ ଜଣେ ବାଳିକା ଗୁରୁତର ଭାବେ ଆହତ ହୋଇ କଣ୍ଟାମାଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମିଳିଥିବା ସୂଚନା ଅନୁସାରେ କଣ୍ଟାମାଳ ଥାନା ବରଗାଁ ଗ୍ରାମ ପଞ୍ଚାୟତ ସେଲମାପାଲି ଗ୍ରାମର ସଂପର୍କୀୟ ଦୁଇଭାଇଭଉଣୀ
Read More...

ଚଉଲସୁଖା ପଞ୍ଚାୟତରେ ଦୁଇ କରୋନା ପଜିଟିଭ ଚିହ୍ନଟ

କଣ୍ଟାବାଞ୍ଜି : ତୁରିକେଲା ବ୍ଲକ ଅନ୍ତର୍ଗତ ଚଉଲସୁଖା ପଞ୍ଚାୟତରେ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଚିହ୍ନଟ ଦୁଇଜଣ ସୁରତ ଫେରନ୍ତା ବୋଲି ଜଣାପଡିଛି । ସେମାନେ ୭ଦିନ କ୍ୱାରେଣ୍ଟାଇନ ସେଣ୍ଟରରେ ରହି ଫେରି ଘରେ ରହୁଥିବା ସମୟରେ ତାଙ୍କର ପଜିଟିଭ୍ ବାହାରିଥିଲା । ଏହାପରେ
Read More...

ପୁଣି ଗଜପତିରେ 4 କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ

ଗଜପତିରେ ପୁଣି 4 ଟି କରୋନା ପଜିଟିଭ ଚିହ୍ନଟ ହୋଇ ଥିବା ର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଦୁଇଜଣ ତେଲେଙ୍ଗାନା ରୁ ଆସିଥିବା ବେଳେ ଜଣେ ଆନ୍ଧ୍ର ପ୍ରଦେଶର,ଅନ୍ୟ ଜଣେ ମହାରାଷ୍ଟ୍ର ଫେରନ୍ତା ଅଟନ୍ତି । ସେମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖା ଯାଇଥିଲା। ସେଠାରୁ
Read More...

ଲ୍ୟାଣ୍ଡଫଲ୍ କଲା “ନିସର୍ଗ’: ମହାରାଷ୍ଟ୍ରରେ ଧ୍ୱଂସର ତାଣ୍ଡବ

ମୁମ୍ବାଇ : ଶେଷରେ ଅତି ଭୀଷଣ ବାତ୍ୟା ନିସର୍ଗ ମହାରାଷ୍ଟ୍ରର ଆଲିବାଗ୍‌ରେ ଆଜି ଲ୍ୟାଣ୍ଡଫଲ୍ କରିଛି । ଲ୍ୟାଣ୍ଡଫଲ୍ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ଥିଲା । ଲ୍ୟାଣ୍ଡଫଲର ପ୍ରଭାବରେ ସମ୍ପୃକ୍ତ ଅଞ୍ଚଳରେ ଅସଂଖ୍ୟ ଘର ଓ ଭିତ୍ତିଭୂମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି
Read More...

ଦେଶର ନାମ ପରିବର୍ତ୍ତନ ମାମଲା: ନିଷ୍ପତ୍ତି ନେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶର ନାମ ଇଣ୍ଡିଆ ପରିବର୍ତ୍ତେ କେବଳ ଭାରତ ରଖିବା ଲାଗି ଦାବି କରି ଦାଏର ହୋଇଥିବା ପିଟିସନ ଉପରେ ସୁପ୍ରିମ୍‌କୋର୍ଟ ଆଜି ଶୁଣାଣି କରିବାକୁ ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଦେଶର ନାମ କ'ଣ ରହିବ ସେ ନିଷ୍ପତ୍ତି କେନ୍ଦ୍ର ସରକାର ଗ୍ରହଣ କରିବେ । ସମ୍ବିଧାନରେ
Read More...

ସଟ୍ ଡାଉନ୍ ପାଇଁ ନୂଆ ବିଜ୍ଞପ୍ତି ଜାରି କଲା ବିଏମ୍‌ସି

ଭୁବନେଶ୍ୱର : ସଟ୍ ଡାଉନ୍ ରେ ବନ୍ଦ ରହିବ ଭୁବନେଶ୍ୱରର ପାର୍କ । ଏନେଇ ବିଏମସି ପକ୍ଷରୁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ବାକି ୫ ଦିନ ଅର୍ଥାତ୍ ସୋମବାରରୁ ଶୁକ୍ରବାର ଯାଏଁ ପାର୍କ ସକାଳ ୫ଟାରୁ ଦିନ ୧୦ଟା ଯାଏଁ ଖୋଲା ରହିବ ।ତେବେ ସକାଳ ୫ଟାରୁ ୭ଟା ପର୍ଯ୍ୟନ୍ତ କେବଳ ବୟସ୍କ ଲୋକ
Read More...

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,: ରାଜ୍ୟ ସରକାର ଆଜି ଓଏଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି । ଶ୍ରମ ଓ ଇଏସ୍‌ଆଇ ବିଭାଗରେ ଅତିରିକ୍ତ ଶାସନ ସଚିବ ସୁଧାକର ବର୍ଗୀଙ୍କୁ ଓମ୍‌ବାଡ୍‌ସିର ମହାପ୍ରବନ୍ଧକ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ଓରେଡ଼ାର ଉପସଚିବ ଥିବା ବିଷ୍ଣୁପ୍ରିୟା ସାହୁଙ୍କୁ ସୂଚନା ଓ ଲୋକସମ୍ପର୍କ
Read More...