ରାସ୍ତା ଖାଲଖମା, ବିଭାଗ ସାଜିଛି ନିଦାବିଷ୍ଣୁ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟ ରାସ୍ତା ବଜାର ଠାରୁ ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତା ଦୀର୍ଘ ଦିନ ହେଲା ଖାଲ ଖମା ହୋଇ ରହିଛି।ଯାହା ଫଳରେ ଯାତାୟାତରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ବର୍ଷା ହେଲେ ରାସ୍ତାରେ ପାଣି ଜମୁଛି ଓ ଛୋଟ ମୋଟ
Read More...

ବିନା ଭକ୍ତରେ ହେବ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା

ବୌଦ୍ଧ : ଆସନ୍ତା ୫ ତାରିଖରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ହେବ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା । ବୌଦ୍ଧ ଜିଲ୍ଲାର ସମସ୍ତ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପାରଂପରିକ ଭାବରେ ଶ୍ରୀଜୀଉମାନଙ୍କ ଦେବସ୍ନାନ ପୂର୍ଣ୍ଣିମା ପ୍ରତିବର୍ଷ ଭକ୍ତଙ୍କ ସମାଗମ ମଧ୍ୟରେ ଅନୁଷ୍ଠିତ ହୋଇଥାଏ । ଚଳିତ
Read More...

ଲୋକପ୍ରିୟତାର ଶୀର୍ଷରେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଲୋକପ୍ରିୟତାର ଶୀର୍ଷରେ ସ୍ଥାନ ପାଇଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆ ଓ ସି-ଭୋଟର୍ସ ସର୍ଭେ ନବୀନଙ୍କ ବ୍ୟକ୍ତିତ୍ୱକୁ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ପ୍ରମାଣିତ କରିଛନ୍ତି । ଦେଶ କରୋନା ସହିତ ଲଢୁଥିବା ବେଳେ ସି-ଭୋଟର୍ସ ସର୍ଭେ
Read More...

ପୁଣି ୮୦ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର : ରାଜ୍ୟ ପାଇଁ ପୁଣି ଖୁସି ଖବର ମିଳିଛି । କରୋନା ଆକ୍ରାନ୍ତ ପଜିଟିଭ ସଂଖ୍ୟା ପ୍ରତିଦିନ ବଢିଚାଲିଥିବା ବେଳେ ପ୍ରତିଦିନ ମଧ୍ୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରୁଥିବା ଖବର ମିଳୁଛି । ଏହି କ୍ରମରେ ଆଜି ୮୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏମାନଙ୍କୁ
Read More...

ସମ୍ବଲପୁରରେ ୧୨ତମ କରୋନା ରୋଗୀ ଚିହ୍ନଟ

ସମ୍ବଲପୁର :ଆଜି ସମ୍ବଲପୁରରେ ଆଉ ଏକ କରୋନା ପଜିଟିଭ ଚିହ୍ନଟ ହେଲା ପରେ ଏହି ଜିଲ୍ଲା ରେ ସର୍ବମୋଟ ସଂଖ୍ୟା ୧୨ରେ ପହଞ୍ଚିଛି । ଏହାସହିତ ୫ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି ଓ ସକ୍ରିୟ ରୂପେ ୭ଟି ପଜିଟିଭ ମାମଲା ଚିକିତ୍ସାଧୀନ ରହିଛି । ଆଜି ଜଣେ ୨୦ବର୍ଷୀୟ ଯୁବକକୁ କରୋନା ପଜିଟିଭ ରୂପେ
Read More...

୧୭ରେ ୫ ଅସ୍ଥାୟୀ ସଦସ୍ୟଙ୍କ ପାଇଁ ଭୋଟ

ନ୍ୟୁୟର୍କ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଖାଲି ପଡ଼ିଥିବା ୫ଟି ଅସ୍ଥାୟୀ ସଦସ୍ୟଙ୍କ ପାଇଁ ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଛି । ଆସନ୍ତା ୧୭ ତାରିଖରେ ଭୋଟଗ୍ରହଣ ହେବ । ଫ୍ରାନ୍ସ ବର୍ତ୍ତମାନ ନିରାପତ୍ତା ପରିଷଦର ସଭାପତି ଅଛି । ତେଣୁ ଫ୍ରାନ୍ସ ଅଧ୍ୟକ୍ଷତାରେ ଏହି ଭୋଟଗ୍ରହଣ ହେବ
Read More...

୨ ଲକ୍ଷର ଦ୍ୱାରଦେଶରେ ଭାରତ

ନୂଆଦିଲ୍ଲୀ : ଭାରତ କ୍ରମଶଃ ବିଶ୍ୱର କେତେକ କରୋନା ପ୍ରଭାବିତ ଦେଶଙ୍କୁ ପଛରେ ପକାଇ ସଂକ୍ରମଣ ତାଲିକାର ଉପରକୁ ଉଠିଚାଲିଛି । ଦୈନିକ ସଂକ୍ରମଣ ଏବେ ୮ ହଜାର ଉପରେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮ ହଜାର ୧୭୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦେଶର ମୋଟ ଆକ୍ରାନ୍ତଙ୍କ
Read More...

ଆସାମରେ ବଡ଼ ଧରଣର ଭୂସ୍ଖଳନ: ୨୦ ମୃତ, ଅନେକ ଆହତ

ଦିସପୁର : ଆସାମରେ ଆଜି ଏକ ବଡ଼ ଧରଣର ଭୂସ୍ଖଳନ ହୋଇଛି । ରାଜ୍ୟର ଦିସପୁର ଜିଲ୍ଲାରେ ହୋଇଥିବା ଏହି ଅଘଟଣରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି । ଆହୁରି ଅସଂଖ୍ୟ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତି ଗୁରୁତର । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଲୋକମାନଙ୍କୁ
Read More...

ଅସହାୟଙ୍କୁ ଖାଦ୍ୟ ଓ ମାସ୍କ ବାଣ୍ଟିଲେ ସାମି

ନୂଆଦିଲ୍ଲୀ : ଲକ୍‌ଡାଉନ୍ ଯୋଗୁଁ ଅସୁବିଧାରେ ଥିବା ଲୋକମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଭାରତୀୟ କ୍ରିକେଟର ମହମ୍ମଦ ସାମି । ଲକ୍‌ଡାଉନ୍ ସମୟରେ ବର୍ତ୍ତମାନ କୌଣସି କ୍ରିକେଟ୍ କାର୍ଯ୍ୟକ୍ରମ ନାହିଁ । ତେଣୁ ସେ ଏହି କାମକୁ ଲୋକଙ୍କ ସେବାରେ ନିୟୋଜିତ କରିଥିଲେ । ଉତ୍ତରପ୍ରଦେଶର ବିଭିନ୍ନ
Read More...

ଜାତିଆଣ ମନ୍ତବ୍ୟକୁ ନେଇ ବିବାଦରେ ଯୁବରାଜ

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଅଲ୍‌ରାଉଣ୍ଡର ଯୁବରାଜ ସିଂ ଏବେ ତାଙ୍କର ଏକ ଜାତିଆଣ ମନ୍ତବ୍ୟକୁ ନେଇ ଅଡୁଆରେ ପଡ଼ିଛନ୍ତି । ମଙ୍ଗଳବାର ତାଙ୍କର ଏକ ଭିଡ଼ିଓ କ୍ଲିପ୍ ସୋଶିଆଲ୍ ମିଡ଼ିଆରେ ଦେଖିବାକୁ ମିଳିଥିଲା । ସେହି ଭିଡ଼ିଓରେ ରୋହିତ ଶର୍ମା ମଧ ଥିଲେ । ସେଥିରେ ଯୁବରାଜ ଜୁଜୁଭେନ୍ଦ୍ର ଚହଲଙ୍କ
Read More...